Browsing category

ରାଜନୀତି

ଆଜିର ରାଶିଫଳ

୨୦୨୩ ମସିହା ଅକ୍ଟୋବର ମାସ ୧୬ ତାରିଖ ସୋମବାର। ଦ୍ବିତୀୟାର ଚ଼ନ୍ଦ୍ରଦର୍ଶନ ପୂଜା ଓ ଅର୍ଘ୍ୟଦାନ।ସୁର୍ଯ୍ୟୋଦୟ- ଘ୫/୪୪/୫୮,ସୂର୍ଯ୍ୟାସ୍ତ- ଘ୫/୧୯/୪୭,ଆଶ୍ବିନମାସ,ଶୁକ୍ଳପକ୍ଷ,ଚନ୍ଦ୍ରବାସ,ତିଥି- ଦ୍ବିତୀୟା ରାତ୍ରି ଘ୧/୫ମି ପର୍ଯ୍ୟନ୍ତ ତଦନ୍ତେ ତୃତୀୟା।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତର ଦିଗରେ, ରାତ୍ରି ଘ୧/୫ମି ପରେ ଆଗ୍ନେୟ କୋଣରେ। ମଙ୍ଗଳଯୁକ୍ତ ଦୋଷ ହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର–ଘାତଚନ୍ଦ୍ର ନାହିଁ।ଘାତବାର–ମିଥୁନ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦ୍ବିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ବୋଇତାଲୁ ଭକ୍ଷଣ ନିଷେଧ।ଅଶୁଭବେଳା-ବାରବେଳା ଦିବା ଘ୨/୧୮ମି ରୁ ଘ୩/୪୩ମି ପର୍ଯ୍ୟନ୍ତ।କାଳବେଳା ଦିବା ଘ୭/୧୩ମି ରୁ ଘ୮/୪୯ମି […]

ନଭେମ୍ବର୨୭ରୁ ଐତିହାସିକ କଟକବାଲିଯାତ୍ରା

ଭୁବନେଶ୍ୱର,୧୩ା୧୦(ଏସଏସନିଉଜ) ନଭେମ୍ବର ୨୭ ତାରିଖରୁ ଆରମ୍ଭହୋଇ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ କଟକର ଐତିହାସିକ ବାଲିଯାତ୍ରା ୮ଦିନ ପାଇଁ ଅନୁଷ୍ଠିତ ହେବ।ଏନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।ଏହିଉପଲକ୍ଷେ ଆୟୋଜିତବୈଠକରେ ରାସ୍ତାଘାଟ ମରାମତି,ବାଲିଯାତ୍ରାପଡିଆର ଭିତ୍ତିଭୂମି, ପାନୀୟଜଳ ଯୋଗାଣ, ପଲିଶ୍ରୀମେଳାର ଆୟୋଜନ ବିଷୟରେ ବୈଠକରେ ଆଲୋଚନା ହୋଇଛି ।ବିଗତ ବର୍ଷ ତୁଳନାରେ ଚଳିତବର୍ଷର ବାଲିଯାତ୍ରାକୁ ଅଧ‌ିକ ଚିତାକର୍ଷକ, ସୁରକ୍ଷିତ ଓ ଜନାଦୃତ କରିବାସହ ଉତ୍ତମ ସମନ୍ଵୟ ରକ୍ଷାକରିବା ଉପରେ ଗୁରୁତ୍ବାରୋପ ଦିଆଯାଇଛି ।

୨୪ରେ ମୋଦୀ-ନବୀନ ଲଢ଼େଇ !

ପୁରୀ,୧୩ା୧୦(ଏସଏସନିଉଜ) ଓ ୨୦୨୪ସାଧାରଣ ନିର୍ବାଚନରେ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଓ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।ପୁରୀର ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ବିଜେଡି ବରିଷ୍ଠ ନେତା ରାମକୃଷ୍ଣ ଦାସମହାପାତ୍ରଙ୍କ ଏହିଭଳି ମନ୍ତବ୍ୟକୁନେଇ ଚର୍ଚ୍ଚା ଆରମ୍ଭ ହୋଇଯିବାସହ ଉତ୍କଣ୍ଠା ବଢ଼ିଯାଇଛି। ଆମେ ଚାହୁଛୁ ଓ ପ୍ରସ୍ତାବ ବି ଦେଉଛୁ ମୁଖ୍ୟମନ୍ତ୍ରୀ ପୁରୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ଲଢ଼ନ୍ତୁ ବୋଲି ବରିଷ୍ଠ ବିଜେଡି ନେତା ରାମକୃଷ୍ଣ […]

ଡ୍ରେସକୋଡ ପାଇ ଚିଠି

ପୁରୀ,୧୨ା୧୦(ଏସଏସନିଉଜ) । ଶ୍ରୀମନ୍ଦିର ନୀତି ସବ୍‌କମିଟିର ସହମତି ପରେ ଶ୍ରୀମନ୍ଦିରରେ ଧାର୍ମିକ ବାତାବରଣକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଓ ପୋଷାକ ପରିଧାନରେ ଶାଳୀନତା ଆଣିବାପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ ଆଜି ଛତିଶାନିଯୋଗକୁ ଚିଠି ଲେଖି ଭକ୍ତଙ୍କୁ ଏ ଉପରେ ସଚେତନ କରିବାକୁ ସହଯୋଗ ଲୋଡ଼ିଛନ୍ତି।ଚିରାଫଟା ଜିନ୍ସ, ହାଫ୍ ପ୍ୟାଣ୍ଟ, ଦେହ ଦିଶିବା ଭଳି ପୋଷାକ ପରିଧାନ ନ କରି ପାରମ୍ପରିକ ପୋଷାକ ଅର୍ଥାତ୍ […]

ନର୍ଥ ଇଷ୍ଟ୍ ଏକ୍ସପ୍ରେସ୍ ହେଲା ଧାରଣାଚ୍ୟୁତ

ଭୁବନେଶ୍ୱର,୧୨ା୧୦(ଏସଏସନିଉଜ) ବିହାର ବକ୍ସର୍ ଜିଲ୍ଲାଅନ୍ତର୍ଗତ ରଘୁନାଥପୁର ଷ୍ଟେସନ୍ ନିକଟରେ ମଙ୍ଗଳବାରାତିରେ ନର୍ଥ ଇଷ୍ଟ୍ ଏକ୍ସପ୍ରେସ୍ ଧାରଣାଚ୍ୟୁତ ହେବା ଯୋଗୁଁ ୪ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ୭୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାର ଚର୍ଚ୍ଚା ଯୋର ଧରିଛି । ରାତି୧୦-୧୫ ମିନିଟ୍‌ରେ ଟ୍ରେନ୍‌ରେ ଯାତ୍ରୀ ଏପଟ ସେପଟ ହେବାକୁ ଲାଗି ଜଣେ ଅନ୍ୟ ଜଣଙ୍କ ଉପରେ ପଡ଼ିବାକୁ ଲାଗିଲେ। କଣ ଘଟିଲା ଦେଖିଲାବେଳକୁ ଟ୍ରେନ୍ ଧାରଣାଚ୍ୟୁତ ହୋଇସାରିଥିଲା।ତେବେ ଘଟଣାପରେ ଟ୍ରାକ୍‌ରେ ତ୍ରୁଟିଯୋଗୁଁ ହୋଇଥିଲା ଲାଇନଚ୍ୟୁତ ବୋଲି ରେଳବାଇର ରିପୋର୍ଟରେ […]

କୁଜିମହଲରେ ବିଜେଡି ଜନସମ୍ପର୍କ ପଦଯାତ୍ରା

ମେଣ୍ଢାଶାଳ,୧୧ା୧୦(ଏସଏସନିଉଜ)ବିଜେଡି ପକ୍ଷରୁ ଆରମ୍ଭ ହୋଇଥିବା ରାଜ୍ୟବ୍ୟାପି ଜନସମ୍ପର୍କ ପଦଯାତ୍ରାର ଶେଷଦିନରେ ବିଜେଡି ପକ୍ଷରୁ କୁଜିମହଲଠାରେ ବୁଧବାରଦିନ ବିଜେଡି ନେତା ଆଡ଼ଭୋକେଟ ଅର୍ଜୁନ ପରିଡାଙ୍କ ନେତୃତ୍ୱରେ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡିକର ସଫଳ ରୂପାୟନ ବିଷୟରେ ସ୍ଲୋଗାନ ମାଧ୍ୟମରେ ଏହି ପଦଯାତ୍ରାରେ ସାମିଲ ହୋଇଥବା ଶହଶହ କର୍ମୀମାନେ ଜନସାଧାରଣଙ୍କ ନିକଟରେ ଏହି ବାର୍ତା ପହଞ୍ଚାଇଥିଲେ । ଜଟଣୀ ନିର୍ବାଚନ ମଣ୍ଡଳୀର ବଛାବଛା ନେତୃସ୍ଥାନୀୟକର୍ମୀ, ମହିଳାକର୍ମୀ ଓ଼ ଜନସାଧାରଣ […]

ଗ୍ରାମାଞ୍ଚଳରେ ଚାଲିବ ପ୍ରାଣୀଆମ୍ବୁଲାନ୍ସ

ଭୁବନେଶ୍ବର,୮ା୧୦(ଏସଏସନିଉଜ)ଏଣିକି ଗ୍ରାମାଞ୍ଚଳରେ ଚାଲିବ ପ୍ରାଣୀ ଆମ୍ବୁଲାନ୍ସ ।ସହରାଞ୍ଚଳ ଭଳି ଗ୍ରାମାଞ୍ଚଳରେ ମଧ୍ୟ ଏହି ସୁବଧା ଉପଲବ୍ଧ ହେବ ।ଏହାସହ ୧୯୬୨ଟୋଲ ଫ୍ରି ନମ୍ୱର୍ ମଧ୍ୟଜାରି ହୋଇଛି । ୧୮୧ଟି ଆମ୍ବୁଲାନ୍ସ ଚାଲୁଥିବା ବେଳେ ଆଗକୁ ଆହୁରି ଏହାର ସଂଖ୍ୟା ବୃଦ୍ଧି କରାଯିବ। ଏହାକୁ ନେଇ ଗାଁ ଗାଁରେ ପ୍ରଚାର କରାଯିବ। ନୂଆ ଗୋଶାଳାକୁ ପଞ୍ଜୀକୃତ କରାଯିବ। ଉତ୍ପାଦିତ ଗୋବରକୁ ‘ମୋ ଖତ ଯୋଜନା’ରେ କୃଷି ବିଭାଗର ବ୍ୟବହାର ପାଇଁ ଦିଆଯିବ ବୋଲି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ […]

୧୦ରୁ ଘରୋଇବସ୍ ଧର୍ମଘଟ

ଭୁବନେଶ୍ବର,୮ା୧୦(ଏସଏସନିଉଜ) ଆସନ୍ତା ୧୦ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ଘରୋଇ ବସ୍ ଧର୍ମଘଟ ହେବବୋଲି ଅଲ ଓଡିଶା ବସ ମାଲିକ ସଂଘ ସାଧାରଣ ବୈଠକରେ ନିଷ୍ପତ୍ତି ହେଇଛି। ସ୍ମାରକପତ୍ର ମୁତାବକ କୌଣସି ଦାବି ସରକାର ମାନିନଥିବାରୁ ଦାବି ପୁରଣ ନହେବାପର୍ଯ୍ୟନ୍ତ  ସ୍କୁଲ, କଲେଜ, ଟୁର ଟ୍ରାଭେଲ ବସ ସହ ଘରୋଇ ବସ ବନ୍ଦ ରହିବ ବୋଲି ବସମାଲିକ ସଂଘର ସାଧାରଣସମ୍ପାଦକ ଦେବେନ୍ଦ୍ର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।  

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ଭୁବନେଶ୍ୱର,୮।୧୦(ଏସଏସନିଉଜ)ଚଳିତ ବର୍ଷ ପାର୍ବଣ ସମୟରେ କଟକ ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।ବିଭିନ୍ନ ପୂଜାସମିତି ଓ ସ୍ଥାନୀୟ ବିଧାୟକମାନଙ୍କ ଅନୁରୋଧ କ୍ରମେ ଜନସାଧାରଣ ଙ୍କ ସାଂସ୍କୃତିକ ଓ ଆଧ୍ୟାତ୍ମିକ ଭାବନାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।ଏହାଦ୍ୱାରା କଟକ ମହାନଗର ନିଗମ ଅଞ୍ଚଳରେ ପାର୍ବଣ ଋତୁ ସମୟରେ ସରକାରୀଜାଗାରେ ସାମୟିକ ଭାବରେ ଆୟୋଜିତ ହେଉଥିବା ବିଭିନ୍ନ […]

ବାରଙ୍ଗରେ ବିକ୍ରିହେଉଛି ସରକାରୀଜାଗା!

ବାରଙ୍ଗ,୭ା୧୦(ଏସଏସନିଉଜ)ଗତକିଛିମାସଧରି ବାରଙ୍ଗ ତହସିଲ ଅଂଚଳରେ ଥିବା ସରକାରୀ ଜମି ଓ ଶଶ୍ମାନଜମିକୁ ଜବର ଦଖଲ ସାଙ୍ଗକୁ ଖୋଲାଖୋଲି ଭାବେ ବିକ୍ରି କରାଯାଉଛି । ସରକାରୀ ଜାଗାକୁ ମାଫିଆ ମାନେ ନିଜ ନିୟନ୍ତ୍ରଣକୁ ଆଣି ଜବରଦଖଲରେ ରଖି ତାହାକୁ ନିଜ ବ୍ୟବସାୟ ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ପଛଉନାହାନ୍ତି ।କେବଳ ଏତିକିନୁହେ କେତେକ ଜାଗାରେ ଏହି ସରକାରୀଜାଗାକୁ ବିକ୍ରି ମଧ୍ୟ କରାଯାଉଥିବାର ଜଣାପଡିଛି ।ଗତକିଛିମାସ ଧରି ଏହିଭଳି କାମ ବାରଙ୍ଗତହସିଲ ଅଧିନରେ ଥିବା ବିଭିର୍ଣ ଗ୍ରାମପାଖରେ ଥିବା ସରକାରୀ ଜାଗାରେ […]