Browsing category

ରାଜନୀତି

କିଏ ଜାଣିଥିଲା ଏମିତି ହେବ

ଭୁବନେଶ୍ୱର,୨୬।୬(ଏସଏସ ନିଉଜ)ବାହାଘର ହୋଇଥିଲା। ଏଇ ଝିଅଟି ହାତଗଣ୍ଠି ଫିଟାଇଥିଲା।ହେଲେ କିଏ ଜାଣିଥିଲା କିଛି ସମୟ ପରେ ଏମିତି ବସ୍ ଦୁର୍ଘଟଣାରେ ଚାଲିଯିବ ଜୀବନ।ଗତକାଲି ବିଳମ୍ବିତ ରାତିରେ ଦିଗପହଣ୍ଡିର ଖେମୁଣ୍ଡି କଲେଜ ନିକଟରେ ସରକାରୀବସ୍‌ ସହ କନ୍ୟା ଯାତ୍ରୀ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।ଦୁର୍ଘଟଣାରେ । ଗୁରୁତର ଆହତଙ୍କୁ ଉଦ୍ଧାର ପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ରାୟଗଡ଼ା ଜିଲ୍ଲା ଗୁଡାରୀରୁ […]

ପୁଣି ସଭାପତି ହେଲେ ସୁଶାନ୍ତ ରାଉତ

ଭୁବନେଶ୍ୱର, ୨୫ା୬(ଏସଏସନିଉଜ)ପୁଣିଥରେ ଭୁବନେଶ୍ୱରଉତର ବିଧାୟକସୁଶାନ୍ତ ରାଉତ ବିଜେଡିର ଭୁବନେଶ୍ବର ସାଂଗଠନିକ ଜିଲ୍ଲାର ସଭାପତିଭାବେ ମନୋନିତ ହୋଇଛନ୍ତି ।ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୁଶାନ୍ତ ରାଉତଙ୍କୁ ସଭାପତି ଭାବେ ନିଯୁକ୍ତ କରିଛନ୍ତିାଏହାସହ ଏକାମ୍ର, ମଧ୍ୟ, ଉତ୍ତର ବିଧାନସଭା କ୍ଷେତ୍ର ପାଇଁ ମଧ୍ୟ କର୍ମକର୍ତ୍ତା ମନୋନୀତ କରାଯାଇଛି । ଉତ୍ତରଭୁବନେଶ୍ୱର ବିଧାନସଭାକ୍ଷେତ୍ର ପାଇଁ ଉପଦେଷ୍ଟା ୧୦, ଉପସଭାପତି ୧୦, ସାଧାରଣ ସମ୍ପାଦକ ୯, ସମ୍ପାଦକ ୨୫ଜଣଙ୍କୁ ନିଯୁକ୍ତ ଦିଆଯାଇଥିବାନେଇ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି।  

ମାଲକାନଗିରିକୁ ୧୫୮ କୋଟି

ମାଲକାନଗିରି,୨୫।୬(ଏସଏସନିଉଜ)ମାଲକାନଗିରି ଜିଲ୍ଲା ପାଇଁ ୧୫୮ କୋଟି ଟଙ୍କା ମଞ୍ଜୁର ହୋଇଛି।୨୧ଟି ସଡ଼କ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ।୨୧ଟି ପ୍ରକଳ୍ପ ଅଧୀନରେ ହେବ ୧୭୨.୫୩ କିମି ରାସ୍ତା। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ କାର୍ଯ୍ୟକାରୀ ହେବ।ଚିତ୍ରକୋଣ୍ଡା, କାଲିମେଳା, କୋରୁକୋଣ୍ଡା ଓ ପଡ଼ିଆରେ ହେବ ରାସ୍ତା।ଜିଲ୍ଲାର ଦୁର୍ଗମ ଅଞ୍ଚଳକୁ ଫିଟିବ ଯୋଗା ଯୋଗର ବାଟ।ଜିଲ୍ଲାଗସ୍ତ ପରେ ସୁପାରିସ କରିଥିଲେ 5T ସଚିବ।

ବନ୍ଦହେବ କି ଆଞ୍ଚଳିକଖେଳ ଓ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ?

ମେଣ୍ଢାଶାଳ,୨୨|୬(ଏସଏସନିଉଜ )ରାଜଧାନୀ ଭୁବନେଶ୍ବରରେ ପ୍ରସ୍ତାବିତ ଟାଉନ୍ ପ୍ଲାନିଙ୍ଗ୍ ସ୍ମିମରେ ଭୂବନେଶ୍ବର ବ୍ଲକର ତମାଣ୍ଡୋ ମିନି ଷ୍ଟାଡିୟମ ସହିତ ଶ୍ମଶାନ ଏବଂ ଖଟିଖିଆ ଗରିବ ବସ୍ତିଟିଏ କ୍ଷତି ହେଉଛି । ଯାହାକୁ ନେଇ ବୁଧବାର ଶିବ ଶକ୍ତି କ୍ଲବ୍ ଘରେ ଏକ ଆଲୋଚନା ସଭାରେ ସ୍ଥିର ହୋଇଛି କି ଯେହେତୁ ରାର୍ଯ୍ୟ ସରକାର ଏକଛତ୍ରବାଦ ନୀତି ଆପଣେଇ କୋର୍ଟକୁ ସନମ୍ମାନ ନ ଦେଇ ଖେଳ ପଡିଆ ଅଧିଗ୍ରହଣ କରିବାକୁ ଯାଉଛନ୍ତି ଯଦି ଏଥିରୁ ନିବୃତ ନ ରହିବେ ତେବେ […]

ମହିମାପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର

ଭୁବନେଶ୍ୱର,୧୫।୬(ଏସଏସନିଉଜ)ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦି ପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର। କାୟାକଳ୍ପ ରେ ଆସିବ ପୁରା ପରିବର୍ତ୍ତନ। ଗତ ମେ ୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ 5Tସଚିବ ଭି କେ ପାଣ୍ଡିଆନ୍ ମହିମା ପୀଠ ପରିଦର୍ଶନ କରି ସାଧୁ ସନ୍ଥ ଓ ଭକ୍ତମାନଙ୍କ ସହିତ ପୀଠର ସମ୍ପୂର୍ଣ୍ଣ ରୁପାନ୍ତର ବିଷୟରେ ଆଲୋଚନା କରିଥିଲେ ଏବଂ ୧୫ ଦିନ ଭିତରେ ପ୍ରକଳ୍ପ ରିପୋର୍ଟ ଦେବା ପାଇଁ ପରାମର୍ଶ ଦେଇଥିଲେ ।ଏହି ପରାମର୍ଶ ଅନୁସାରେ ଜିଲ୍ଲାପାଳ ଆଜି ୧୧୨ କୋଟି […]

ବାଲିଘାଟରେ ହଟହଟାହେଲେ ଭୁବନେଶ୍ୱର ତହସିଲଦାର

ବାରଙ୍ଗ,୧୩ା୬(ଏସଏସନିଉଜ)ରାଜଧାନୀ ଉପକଣ୍ଠ କଲ୍ୟାଣପୁର ଗାଁମୁଣ୍ଡରେ ବେଆଇନ ଭାବେନଦୀରୁ ବାଲିଉଠା ଚାଲିଛି ।ଯାହାଫଳରେ ସରକାରଙ୍କର ରାଜସ୍ୱ କ୍ଷତି ହେବାସହ ଅନ୍ୟପଟେ ନଦୀବନ୍ଧ ଦୁର୍ବଳ ହେବାରେ ଲାଗିଛି ।ଏବିଷୟରେ ଅଂଚଳବାସୀ ନୁଆକରି ହୋଇଥିବା କଲ୍ୟାଣପୁରଆରଆଇଙ୍କ ଦୃଷ୍ଟିକୁଆଣିଥିଲେ ।ପୁର୍ବପ୍ରସ୍ତୁତିଅନୁଯାୟୀ ମଙ୍ଗଳବାର ଅପରାହ୍ନରେ ଭୁବନେଶ୍ୱରତହସିଲଦାର ମାନସସ୍ୱାଇଁଙ୍କ ନେତୃତ୍ୱରେ ସୁପରଭାଇଜର ଜଗନ୍ନାଥମହାରଣା,ରାଜସ୍ୱଅଧିକାରୀ ସୁର୍ଯ୍ୟକାନ୍ତମାର୍ଥା,ସୈାଭାଗ୍ୟଶତପଥିଙ୍କୁ ନେଇ ଗଠିତ ଟିମ ଅଚାନକଭାବେ ବେଆଇନଭାବେ ଚାଲିଥିବାବାଲିଘାଟ ଉପରେଏ ଚଢଉକରିଥିଲେ ।ଚଢଉ ସମୟରେ ବାଲିଘାଟରେ ବାଲିଉଠାଉଥିବା ଏକ ଜେସିବି ୩ ଟ୍ରାକ୍ଟରକୁ ଏହି ଜବତ କରିଥିଲା ।କିନ୍ତୁ କିଛି ସମୟପରେ […]

ମୃତଦେହ ରଖି ରାସ୍ତାରୋକକଲେ ଗ୍ରାମବାସୀ

ବାରଙ୍ଗ,୧୩ା୬(ଏସଏସନିଉଜ) ଷ୍ଟୋନ ଅପରେସନ ପାଇଁ ଆସି ଶେଷରେ ଆଖିବୁଜିଲା ଯୁବକ । ଏଭଳି ଅଭିଯୋଗ କରିଛନ୍ତି ପରିବାର ଲୋକେ । ଡାକ୍ତର ମାନଙ୍କର ଚିକିତ୍ସା ରେ ଅବହେଲା ଓ ପରିବାରକୁ କୈାଣସି ସୁଚନା ମଧ୍ୟ ଦେଇନଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ମିଛ ସତ କହି ଭୁଆଁ ବୁଲାଉ ଥିଲେ ବୋଲି କହିଛନ୍ତି ମୃତ ଯୁବକ ଙ୍କ ଭାଇ । ଏଭଳି ଘଟଣା ଚନ୍ଦକା ଅଞ୍ଚଳରେ ଦେଖିବାକୁ ମିଳିଛି । ଯାହାକୁ ନେଇ ମଙ୍ଗଳବାର ଦିନ ଚନ୍ଦକା ପିତାପଲ୍ଲି […]

ଶକ୍ତିମନ୍ତ୍ରୀଙ୍କ ଘରକୁ ଟମାଟୋମାଡ଼

ଭୁବନେଶ୍ୱର,୧୨।୬(ଏସଏସନିଉଜ)ରାଜ୍ୟରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ପ୍ରସଙ୍ଗକୁ ନେଇ ଛାତ୍ର କଂଗ୍ରେସ ପକ୍ଷରୁ ତାଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଲଣ୍ଠନ ଓ ବିଞ୍ଚଣା ଧରି ପ୍ରତିବାଦ ପ୍ରଦର୍ଶନ କରିବା ସହ ଟମାଟୋ ମାଡ଼ କରିଛନ୍ତି ଛାତ୍ର କଂଗ୍ରେସକର୍ମୀ । ମନ୍ତ୍ରୀଙ୍କ ବାସ ଭବନକୁ କଂଗ୍ରେସ କର୍ମୀମାନେ ଧସେଇ ପଶିବାକୁ ଉଦ୍ୟମବେଳେ ପୋଲିସ- କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ବି ହୋଇଛି ।ଦଳପକ୍ଷରୁ ଅଭିଯୋଗ କରାଯାଇଛିଯେ, ବିଦ୍ୟୁତ୍‌ କାଟ ପ୍ରସଙ୍ଗକୁ ନେଇ ଶକ୍ତିମନ୍ତ୍ରୀ ଅବହେଳା ପ୍ରଦର୍ଶନ କରୁଛନ୍ତି ।ଏହି […]

ଭଙ୍ଗିଦେଲେ ଫଳକ!

ଭୁବନେଶ୍ୱର,୧୨।୬(ଏସଏସନିଉଜ)ପୁଣି ପଦାରେ ପଡ଼ିଲା ଜୟଦେବ ନିର୍ବାଚନ ମଣ୍ଡଳୀର ବିଜେଡି କନ୍ଦଳ।ଭାର୍ଗବୀ ନଦୀରେ ସେତୁ ନିର୍ମାଣ ପାଇଁ ଶିଳାନ୍ୟାସ ଫଳକକୁ ଭଙ୍ଗାଯାଇଛି।ଝିଣ୍ଟିଶାସନ ତେରବାଟିଆରେ ଶିଳାନ୍ୟାସ ପାଇଁ ଲାଗିଥିବା ଫଳକକୁ ଭଙ୍ଗାଯାଇଛି।ବିଧାୟକଙ୍କ ନାଁ ଥିବାରୁ ବିରୋଧୀ ଗୋଷ୍ଠୀ ଭାଙ୍ଗିଥିବା ଅଭିଯୋଗ ହେଉଛି। ବିଜେଡିର ୨ଗୋଷ୍ଠୀ ବିବାଦ ଯୋଗୁଁ ଶିଳାନ୍ୟାସ ପୂର୍ବରୁ ଭାଙ୍ଗିଛି ଫଳକ।

ସିବିଆଇ କବ୍‌ଜାରେ ୫କର୍ମଚାରୀ

ଭୁବନେଶ୍ୱର,୧୨।୬(ଏସଏସନିଉଜ)ବାହାନଗା ରେଳ ଦୁର୍ଘଟଣା ମାମଲାର ସିବିଆଇ ତଦନ୍ତ ଆରମ୍ଭ କରିଛି।ସିବିଆଇ କବ୍‌ଜାରେ ରେଳବିଭାଗର ୫ କର୍ମଚାରୀ ଅଛନ୍ତି।ଷ୍ଟେସନ ମାଷ୍ଟର, ବାହାନଗା ଓ ସୋରର ୨ ଟେକ୍ନିସିଆନ,ସିଗ୍ନାଲ ଜେଇ ଓ ସିଗ୍ନାଲ ଇନ୍‌ଚାର୍ଜଙ୍କୁ ପଚରା ଉଚରା କରୁଛି ସିବିଆଇ।