Browsing category

ଖେଳ

ବାରବାଟୀ ମ୍ୟାଚ ବନ୍ଦ ପାଇଁ ହାଇକୋର୍ଟରେ ମାମଲା

କଟକ,୧/୬(ଏସ ଏସ ନିଉଜ) ବାରବାଟୀରେ ହେବାକୁ ଥିବା ଟି-ଟ୍ୱେଣ୍ଟି ମ୍ୟାଚ ବନ୍ଦ ପାଇଁ ହାଇକୋର୍ଟରେ ମାମଲା ଦାୟର ହୋଇଛି ।ମ୍ୟାଚ୍ ବନ୍ଦ ପାଇଁ ଦାୟର ହେଲା ଜନସ୍ୱାର୍ଥ ମାମଲା ।ଢେଙ୍କାନାଳ ଭୁବନର ଜନୈକ ବ୍ୟକ୍ତିଙ୍କ ପକ୍ଷରୁ ମାମଲା ଦାୟର କରାଯାଇଥିବାବେଳେ ରାଜ୍ୟ ସରକାର, ଈଉଉଓ ଆଦି ୧୫ ଜଣଙ୍କୁ ପକ୍ଷଭୁକ୍ତ କରି ମାମଲା ଦାୟର ହୋଇଥିବାର ଜଣାପଡିଛି ।

ଉଦଯାପିତ ହେଲା ଜେପିଏଲ କ୍ରିକେଟଟୁର୍ଣାମେଂଟ

ବାରଙ୍ଗ,୨୨/୫(ଏସଏସନିୟୁଜ)ରାଜଧାନୀ ଉପକଣ୍ଠ ଜରିପାଟଣା ଗାଁରେ ମା ସୁନାଦେଇ କ୍ରିକେଟକ୍ଲବ ଆନୁଲୁଲ୍ୟରେ ଚାଲିଥିବା ଜେପିଏଲ କ୍ରିକେଟଟୁର୍ଣାମେଂଟ ରବିବାରଦିନ ଉଦଯାପିତ ହୋଇଯାଇଛି ।ଦିନିକିଆ ଏହି ଟୁର୍ଣାମେଂଟରେ ଅଯୋଧ୍ୟା ୱାରିୟର,ସାଇଲେଂଟକିଲର ଓମଗହାବୀରଫାଇଟର ନାମକ ତିନଟି ଟିମ ଅଂଶଗ୍ରହଣ କରିଥିଲା ।ଏଥିରେ ଅଯୋଧ୍ୟା ୱାରିୟର ବିଜୟ ଲାଭ କରିଥିବାବେଳେ ସାଇଲେଂଟକିଲର ରନ୍ସର୍ସଅପ ହୋଇଥିଲା ।ସନ୍ଧ୍ୟାରେ ଆୟୋଜିତ ପୁରସ୍କାରବିତରଣୀ ସଭାରେ ମୁଖ୍ୟଅତିଥିଭାବେ ଆଇନଜୀବୀ ତଥା ପୂର୍ବତନ ସରପଞ୍ଚ ସୁବ୍ରତ ମହାପାତ୍ର ଯୋଗଦେଇ ବିଜୟୀଦଳକୁ ଟ୍ରଫିସହ ନଗଦ ୫ହାଜରେଟଙ୍କା ପ୍ରଦାନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ପବିତ୍ର […]

ବାରବାଟୀ ମ୍ୟାଚ ଦେଖିବାକୁ ଦର୍ଶକଙ୍କୁ ଅନୁମତି

କଟକ,୨୦/୫(ଏସଏସନିଉଜ) ବାରବାଟୀରେ ଭାରତ-ଦ.ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ ଦେଖିବାକୁ ଦର୍ଶକଙ୍କୁ ଅନୁମତି ମିଳିଛି । ରାଜ୍ୟରେ ସଂକ୍ରମଣ କମିଥିବାରୁ ବିନା କୋଭିଡ଼ ପ୍ରୋଟୋକଲରେ ଦର୍ଶକମାନେ ମ୍ୟାଚ୍ ଦେଖିପାରିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଏଥିପାଇଁ ଜୁନ ୧ ରେ ଅନଲାଇନ୍ ଟିକେଟ ଓ ଜୁନ୍ ୯ ଓ ୧୦ ତାରିଖ ଅଫଲାଇନ୍ ଟିକେଟ ବିକ୍ରି ହେବାକୁ ଯାଉଛି । ଟିକେଟ ବିକ୍ରି ବେଳେ ଶୃଙ୍ଖଳା ଉପରେ ଓ ଅନଲାଇନ୍ ଟିକେଟ ଚିଟିଂ ରୋକିବା ଉପରେ ପୋଲିସ ନଜର […]

ଏଥର ଦର୍ଶକ ଜିଏସ୍‌ଟି ଦେବେ

କଟକ,୯/୫(ଏସଏସନିଉଜ) ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ରେ ବଢ଼ିବ ଟିକେଟ ଦର । ଟିକେଟକିଣିଲାବେଲେ ଦର୍ଶକମାନଙ୍କୁ ଏଥିପାଇଁ ଜିଏସ୍‌ଟି ଦେବାକୁ ପଡିବ । ତେବେ ମୁଖ୍ୟମନ୍ତ୍ରୀ, ଏସଆରସି,କ୍ରୀଡ଼ାସଚିବଙ୍କୁ ଚିଠି ଲେଖାଯାଇ ଅନୁମତି ମଗାଯାଇଛି ।ଦର୍ଶକମାନଙ୍କ ପାଇଁ ଉଭୟ ଅନ୍ ଓ ଅଫଲାଇନରେ  ଟିକେଟ ବିକ୍ରିର ସୁବିଧା କରାଯିବ ବୋଲି ଓସିଏ ସମ୍ପାଦକ ସୁଚନା ଦେଇଛନ୍ତି।

ଟସ୍‌ ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଭୁବନେଶ୍ୱର,୮/୫(ଏସ ଏସ ନିଉଜ) IPL2022 ର ୫୪ ତମ ମ୍ୟାଚରେ ଟସ୍‌ ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଲେ ଅଧିନାୟକ ଫାପ୍‌ ଡୁପ୍ଲେସିସ୍।

ଆରପାରିରେ ସେନ୍ ୱାର୍ଣ୍ଣ

ଭୁବନେଶ୍ୱର,୪/୩(ଏସଏସନିଉଜ)ଅଷ୍ଟ୍ରେଲୀୟର ଜଣାଶୁଣା ପୂର୍ବତନ କ୍ରିକେଟର ସେନ ଓ୍ବର୍ଣ୍ଣଙ୍କ ୫୨ ବର୍ଷ ବୟସରେ ଥାଇଲାଣ୍ଡରେ ପରଲୋକ ହୋଇଛି । ଯାଦୁକରୀ ସ୍ପିନ୍ ବୋଲିଂ ପାଇଁ ଖ୍ୟାତି ଅର୍ଜ୍ଜନ କରିଥିବା ସେନ ଓ୍ବର୍ଣ୍ଣଙ୍କ ହୃଦଘାତରେ ପରଲୋକ ଘଟିଥିବା ସୁଚନା ମିଳିଛି ।ସେ ଏକଦିବସୀୟ ମ୍ୟାଚରେ ୨୯୩ଟି ୱିକେଟ୍ ଓ ଟେଷ୍ଟରେ ଦ୍ବିତୀୟ ସର୍ବାଧିକ ୭୦୮ଟି ୱିକେଟ୍ ନେଇଛନ୍ତି ।

ଜୁନ୍ ୯ରେ ବାରବାଟୀରେ ଭାରତ-ଦ.ଆଫ୍ରିକା ଟି୨୦

କଟକ, ୪/୩(ଏସଏସନିଉଜ) ବାରବାଟୀରେ ଜୁନ୍ ୯ରେ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯିବ ବୋଲି ବିସିସିଆଇ ବୁଧବାର ଘୋଷଣା କରିଛି।ଅନ୍ୟ୪ଟିମ୍ୟାଚ ବିଶାଖାପାଟଣା, ଦିଲ୍ଲୀ, ରାଜକୋଟ ଓ ‌ଚେନ୍ନଇରେ ଖେଳାଯିବ। କଟକରେ ଜୁନ୍ ୯ରେ ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳି ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ଆରମ୍ଭ କରିବ ।

ବ୍ୟାଙ୍କ କହିଲା ଟଙ୍କା ଫେରାଅ।

  ୧. ଡେବ୍ରିଗଡ଼ ଅଭୟାରଣ୍ୟ ଭିତରେ ଥିବା ୩ଟି ଗାଁ ଭୁଟୁଲି, ରେଂଗାଲି ଓ କୁରୁମ୍‌କେଲ୍‌କୁ ଜଙ୍ଗଲ ବାହାରକୁ ସ୍ଥାନାନ୍ତର ପାଇଁ ନିର୍ମାଣାଧୀନ ପୁନର୍ବାସ କଲୋନି କାମର ସମୀକ୍ଷା କରିଛନ୍ତି ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳେଇ । ୨. ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ୨ଟି ପର୍ଯ୍ୟାୟରେ ହେବାକୁ ବିଧାନସଭା ନିର୍ବାଚନ ତାରିଖରେ ପରିବର୍ତ୍ତନ କରାଯାଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଫେବ୍ରୁଆରି ୨୭ ବଦଳରେ ଫେବ୍ରୁଆରି ୨୮ରେ ହେବ । ସେହିପରି ୨ୟ […]

ବାରବାଟୀରେ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦

ଭୁବନେଶ୍ୱର, ୪/୨(ଏସଏସନିଉଜ) ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ କଟକର ବାରବାଟୀ ଷ୍ଟାଡିମୟରେ ଅନୁଷ୍ଠିତ ହେବାନେଇ ବିସିସିଆଇ ପକ୍ଷରୁ ସହମତି ପ୍ରଦାନ କରାଯାଇଛି । ଆସନ୍ତା ଜୁନ୍ ମାସରେ ଦୁଇ ଦେଶ ମଧ୍ୟରେ ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହେବାନେଇ ଓଡ଼ିଶା କ୍ରିକେଟ ଏକାମେଡୀ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି ।

ଚମ୍ପିଅନସିପ୍ ଟ୍ରଫି ଉନ୍ମୋଚନ

ବାରଙ୍ଗ, ୨୯/୧(ଏସଏସନିୟୁଜ)ଶନିବାର ମା ମଙ୍ଗଳା କ୍ରିକେଟ କ୍ଲବ “ଫକିରପଡା” ତରଫରୁ ଚାମ୍ପିଅନସିପ୍ ଟ୍ରଫି ଉନ୍ମୋଚନ ହୋଇଯାଇଛି ।୩୧ ଜାନୁଆରୀ ରୁ ଆରମ୍ଭ ହୋଇ ୯ ଫେବୁଆରୀ ୨୦୨୨ ତାରିଖ ପର‌୍ୟ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ବଛା ବଛା ୧୬ ଟି ଟିମ୍ ସହ ଦୁଇ ଶହ ଚାଳିଶ ଖେଳାଳି ଭାଗ ନେବେ ।ଆସୋସିଏସନ ତରଫରୁ ୫୦ ଜଣ ପିଲା ଉପସ୍ଥିତ ରହି ଖେଳାଳିଙ୍କ ଭଲ ମନ୍ଦ ବୁଝିବା ସହ ଖେଳ କିପରି ସୁରୁଖୁରୁରେ ହେବ ସେଥିପ୍ରତି […]