Browsing category

ଖେଳ

ଅବସରନେଲେ ଧୱନ

ଭୁବନେଶ୍ୱର,୨୪ା୮(ଏସଏସନିଉଜ)ଅବସର ଘୋଷଣା କଲେ କ୍ରିକେଟର ଶିଖର ଧୱନାଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରୁ ଧୱନ ଅବସର ନେବାର ଘୋଷଣା କରିଛନ୍ତି ।୩୪ ଟେଷ୍ଟ, ୧୬୭ ଦିନିକିଆ ଓ ୬୮ଟି ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳିଛନ୍ତି ଧୱନ ।

ବିଶ୍ବ ବିଜୟୀ ଭାରତୀୟ ହକିଦଳର ହିରୋମାନଙ୍କୁ ଭବ୍ୟସମ୍ବର୍ଦ୍ଧନା

ଭୁବନେଶ୍ୱର,୨୧ା୮(ଏସଏସନିଉଜ)ଭୁବନେଶ୍ବର ଆଜି ଥିଲା ଉତ୍ସବ ମୁଖରିତ। ବିଶ୍ବ ବିଜୟୀ ଭାରତୀୟ ହକି ଦଳର ହିରୋ ମାନଙ୍କୁ ଆଜି ଦିଆଯାଇଥିଲା ଭବ୍ୟ ସମ୍ବର୍ଦ୍ଧନା। ପ୍ୟାରିସ ଅଲମ୍ପିକ୍‌ସରେ ଭାରତୀୟ ହକି ଦଳର ଐତିହାସିକ ବିଜୟ ପରେ ଆଜି ସମସ୍ତ ଖେଳାଳୀ ଓ ସହାୟକ ସଦସ୍ୟ ଭୁବନେଶ୍ବରରେ ପହଞ୍ଚିବା ପରେ ସେମାନଙ୍କୁ ଉଚ୍ଛସିତ ସ୍ବାଗତ କରାଯାଇଥିଲା ଏବଂ ଲୋକସେବା ଭବନର କନ୍‌ଭେନସନ ହଲ୍ ଠାରେ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଖେଳାଳୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଭାରତୀୟ ଦଳର ପ୍ରତ୍ୟେକ […]

ଭାରତୀୟ ହକିଦଳ କାଲି ଭୁବନେଶ୍ବରରେ କରିବ ରୋଡ଼ସୋ

ଭୁବନେଶ୍ବର,୨୦/୮(ଏସଏସନିଉଜ)ଭାରତୀୟ ହକି ଦଳ ଆସନ୍ତାକାଲି ଓଡ଼ିଶାରେ ରୋଡ଼ସୋ କରିବାକୁ ଯାଉଛି।ଚଳିତବର୍ଷ ପ୍ୟାରିସ୍‌ ଅଲିମ୍ପିକ୍ସରେ ହକିରେ କାଂସ୍ୟପଦକ ଭାରତୀୟ ହକିଦଳ ଜିତିବାପରେ ଓଡ଼ିଶା ସରକାର ପ୍ରତିଟି ଖେଳାଳିଙ୍କ ପାଇଁ ୧୫ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି।ଏନେଇ ଆଜି ସୂଚନା ଦେଇଛନ୍ତି ଓଡ଼ିଶା କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।ମନ୍ତ୍ରୀଙ୍କ ସୂଚନା ଅନୁସାରେ ବୁଧବାର ଅପରାହ୍ନ ୧୨.୩୦ରେ ଭାରତୀୟ ହକିଦଳ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ପରେ ବିମାନବନ୍ଦରରୁ କଳିଙ୍ଗ ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ଖେଳାଳିଙ୍କ ପାଇଁ ଶୋଭାଯାତ୍ରା ଆୟୋଜନ କରାଯିବ। କଳିଙ୍ଗ […]

ପ୍ରମୋଦ ଭଗତ୍‌ ସସ୍‌ପେଣ୍ଡ

ଭୁବନେଶ୍ବର,୧୩/୮(ଏସଏସନିଉଜ)ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ୍‌ ସସ୍‌ପେଣ୍ଡ ହୋଇଛନ୍ତି।୧୮ ମାସ ପାଇଁ ସସ୍‌ପେଣ୍ଡ କଲା ବିଶ୍ବ ବ୍ୟାଡ୍‌ମିଣ୍ଟନ ଫେଡେରେସନ।ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ସସ୍‌ପେଣ୍ଡ କରାଯାଇଛି।୨୦୨୪ ପ୍ୟାରିସ୍‌ ପାରା ଅଲିମ୍ପିକ୍ସରେ ଭାଗ ନେଇପାରିବେନି ପ୍ରମୋଦ।୨୦୨୦ ଟୋକିଓ ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିଥିଲେ ପ୍ରମୋଦ।

ବିଜେପି ନେତା ହେଲେ ଫାଓର ସଭାପତି

ଭୁବନେଶ୍ୱର,୧୨ା୭(ଏସଏସନିଉଜ) ସମୀର ଦେ ହେଲେ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା ବା ଫାଓର ନୂଆ ସଭାପତି ାପୂର୍ବରୁ ଦେବାଶିଷ ସାମନ୍ତରାୟ ଥିଲେ ସଭାପତି ।ପୂର୍ଵପରି ଆଶୀର୍ବାଦ ବେହେରା ଫାଓର ସମ୍ପାଦକ ହେଲେ । ଆସନ୍ତା ୨୧ରେ ଓଡ଼ିଶା ଫାଓର ନିର୍ବାଚନ ନିର୍ବାଚନ ପୂର୍ଵରୁ ସମସ୍ତ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହୋଇଥିବାର ଜଣାପଡିଛି।

୫ ବର୍ଷପରେ ବାରବାଟୀରେ ହେବ ଦିନିକିଆମ୍ୟାଚ୍‌

କଟକ,୨୦।୬(ଏସଏସନିଉଜ) ପ୍ରାୟ ୫ ବର୍ଷର ବ୍ୟବଧାନ ପରେ ଐତିହାସିକ ବାରବାଟୀ ଷ୍ଟାଡିୟମ ଦିନିକିଆ ମ୍ୟାଚ୍‌ର ଆୟୋଜନ କରିବ। ଏହି ମ୍ୟାଚରେ ଭାରତ ଓ ଇଂଲଣ୍ଡ ମୁହାଁମୁହଁ ‌‌ହେବେ। ୨୦୨୫ ଫେବୃଆରୀ ୯ ତାରିଖରେ ଖେଳାଯିବ ଏହି ମ୍ୟାଚ୍ ଖେଳାଯିବ ବୋଲି ଜଣାପଡ଼ିଛି। ୨୦୨୫ରେ ଭାରତ ଗସ୍ତରେ ଇଂଲଣ୍ଡ ଆସିବ। ଏହି ଗସ୍ତକାଳରେ ଭାରତ ବିପକ୍ଷରେ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବ। ପ୍ରଥମ ମ୍ୟାଚ୍‌ ନାଗପୁରରେ ଖେଳାଯିବ। ୨ୟ ମ୍ୟାଚ୍‌ କଟକ ଓ ୩ୟ ମ୍ୟାଚ୍‌ ଅହମ୍ମଦାବାଦରେ ହେବ। […]

ଅଧିନାୟକ ପଦ ଛାଡ଼ିଲେ ଧୋନି

ଭୁବନେଶ୍ୱର,୨୧।୩(ଏସଏସନିଉଜ)ଆଇପିଏଲ୍‌ରେ ଚେନ୍ନାଇ ସୁପରକିଙ୍ଗ୍‌ସ ଅଧିନାୟକ ପଦ ଛାଡ଼ିଲେ ଧୋନି।ଆସନ୍ତାକାଲି ଉଦଘାଟନୀ ମ୍ୟାଚ୍‌ ପୂର୍ବରୁ ଅଧିନାୟକ ପଦ ଛାଡ଼ିଲେ।ଧୋନିଙ୍କ ସ୍ଥାନରେ ଅଧିନାୟକ ହେବେ ରୁତୁରାଜ ଗାଏକ୍ବାଡ୍। ଧୋନିଙ୍କ ନେତୃତ୍ବରେ ୫ଥର ଟାଇଟଲ ଜିତିଛି ଚେନ୍ନାଇ।

ୟୁସୁଫପଠାନ ଟିଏମ୍‌ସି ପ୍ରାର୍ଥୀ

ଭୁବନେଶ୍ୱର,୧୦।୩(ଏସଏସନିଉଜ)ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କୁ ପ୍ରାର୍ଥୀ କଲା ଟିଏମ୍‌ସି।ବହରାମପୁରରୁ ସାଂସଦପ୍ରାର୍ଥୀ ହେଲେ ୟୁସୁଫ ପଠାନ।୪୨ଜଣିଆ ସାଂସଦପ୍ରାର୍ଥୀ ଘୋଷଣାକଲେ ମମତା ବାନାର୍ଜୀ।ବାଦ୍ ପଡ଼ିଲେ ବାସିରହାଟ ସାଂସଦ ନୁସରତ ଜାହାନ୍‌।କ୍ରିଷ୍ଣାନଗରରୁ ଲଢ଼ିବେ ମହୁଆ ମୈତ୍ର ବୋଲି ଜଣାପଡିଛି।

ଖେଲୋ ଇଣ୍ଡିଆରେ ପ୍ରତ୍ୟାଶାଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର,୨୩।୨(ଏସଏସନିଉଜ) ଉତ୍କଳ ବିଶ୍ୱ ବିଦ୍ୟାଳୟ କ୍ରୀଡାପରିଷଦ ନିର୍ଦେଶକ ଡ଼. ବିଜୟ କୁମାରସୁନ୍ଦରାୟ ଶୁକ୍ରବାରଦିନ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଖେଲୋଇଣ୍ଡିଆ ସନ୍ତରଣ ପ୍ରତିଯୋଗିତାରେ ପ୍ରଶଂସନୀୟ ସଫଳତା ପାଇଥିବା ପ୍ରତ୍ୟାଶା ରାୟଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିବା ସହ ଅଭିନନ୍ଦନ ଜଣାଇଛନ୍ତି। ପ୍ରତ୍ୟାଶା 50,100,200mts Back strok, 400mts free styleରେ ୪ସ୍ବର୍ଣ୍ଣ, 200 mts free styleରେ ରୌପ୍ୟ ଓ 400 mts IM ରେ ବ୍ରୋଞ୍ଜ ପଦକଜିତି ଉତ୍କଳ ବିଶ୍ୱବିଦ୍ୟାଳୟ ସହ ଜାତୀୟ ସ୍ତରରେ ଓଡ଼ିଶାକୁ ଗୌରବୀନ୍ୱିତ […]

ପୁରୁଣାଐତିହ୍ୟ ଭଙ୍ଗା ଯାଇପାରିବନି

କଟକ,୨୩।୨(ଏସଏସନିଉଜ)ବାରବାଟୀ ଷ୍ଟାଡିୟମ ନବୀକ ରଣ ପାଇଁ ସମ୍ପୂର୍ଣ୍ଣ ଭଙ୍ଗାଯିବା ନିଷ୍ପତ୍ତି ପ୍ରସଙ୍ଗ ଉପରେ ପ୍ରେସ୍‌ମିଟରେ ବିରୋଧ କଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ।ସେ କହିଲେ ଯେ,ଓସିଏ ଓ ରାଜ୍ୟ ସରକାର ଷ୍ଟାଡିୟମ୍ ଭଙ୍ଗାଯିବା ନିଷ୍ପତ୍ତି ବଦଳାନ୍ତୁ।ଷ୍ଟାଡିୟମ୍ ସହ ପୁରୁଣା ଐତିହ୍ୟ ଜଡ଼ିତ ରହିଛି।ସମ୍ପୂର୍ଣ୍ଣ ଭଙ୍ଗା ଯାଇପାରିବନି।ଅନ୍ୟତ୍ର ନିର୍ମାଣ କରାଯାଇ ପାରିବ ଓ କାହିଁକି ଭଙ୍ଗାଯିବ ବୋଲି ପ୍ରଶ୍ନ କରିଛନ୍ତି।