ଆପିଏଲ୍୨୦୨୪ ଖେଳସୂଚୀ ଘୋଷଣା
ଭୁବନେଶ୍ୱର,୨୨।୨(ଏସଏସନିଉଜ)ଆଗାମୀ IPL 2024 ସିଜିନକୁ ନେଇ କ୍ରୀଡ଼ାପ୍ରେମୀଙ୍କ ଉତ୍ସାହ ବଢ଼ିବାରେ ଲାଗିଛି ।ଚଳିତବର୍ଷ ନିର୍ବାଚନ ଥିବାରୁ ଦୁଇଟିପର୍ଯ୍ୟାୟରେ ଆପିଏଲ୍ ଖେଳସୂଚୀ ଘୋଷଣା କରାଯିବ ।ମାର୍ଚ୍ଚ ଏପ୍ରିଲ ମଧ୍ୟରେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ । ଏହାରି ମଧ୍ୟରେ IPL 2024 ପ୍ରଥମ ପର୍ଯ୍ୟାୟ ଖେଳସୂଚୀ ଘୋଷଣା ହୋଇଛି । ମାର୍ଚ୍ଚ ୨୨ ତାରିଖରୁ ଆଇପିଏଲ ୨୦୨୪ ଆରମ୍ଭ ହେବ ।IPL2024ର ପ୍ରଥମମ୍ୟାଚ୍ ଚେନ୍ନାଇରେ ଖେଳାଯିବାକୁ ଥିବାବେଳେ ଏଥିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପର କଙ୍ଗ୍ସ […]