ବ୍ଲକସ୍ତରୀୟ କ୍ରିଡାପ୍ରତିଯୋଗୀତା ଉଦ୍‌ଘାଟନ

ମେଣ୍ଢାଶାଳ,୨ା୧(ଏସଏସନିଉଜ) ମେଣ୍ଢାଶାଳସରକାରୀଉଚ୍ଚବିଦ୍ୟାଳୟଖେଳପଡିଆରେ ମଙ୍ଗଳବାରଦିନ ଭୁବନେଶ୍ୱରବ୍ଲକସ୍ତରୀୟ କ୍ରିଡାପ୍ରତିଯୋଗୀତା ଉଦଘାଟନ ହୋଇଯାଇଛି ।ଉଦଘାଟନଉସ୍‌ବରେ ମେଣ୍ଢାଶାଳସରମ୍ପଚ କୈାଶଲ୍ୟାବଳିଆରସିଂହ,ବ୍ଲକବିଡିଓ ସାଗରପାଲ, ପଂଚାୟତନିର୍ବାହୀଅଧିକାରୀ ଦୀପ୍ତିପ୍ରୟାନାୟକ ଅତିଥିଭାବେ ଯୋଗଦେଇ କ୍ରିଡା ପ୍ରତିଯୋଗୀତାର ଉଦ୍‌ଘାଟନ କରିଥିଲେ ।୫ଦିନଚାଲିବାକୁଥିବା ଏହି ପ୍ରତିଯୋଗୀତାରେ ବ୍ଲକଅଧିନରେ ଥିବା ସମସ୍ତ ୨୦ଟିପଂଚାୟତରୁ ବଛାବଛି ହୋଇ ୨୦ଟି ଦଳ ଯୋଗଦେଇଛନ୍ତି ।ଉଭୟ ମହିଳା ଓ ପୁରୁଷମାନଙ୍କୁ ନେଇ ଖୋଖୋ,କବାଡି,ଭଲିବଲ ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

 

 

Comments (0)
Add Comment