ସିବିଆଇ ଜାଲରେ ସହକାରୀପୋଷ୍ଟମାଷ୍ଟର

ରାଉରକେଲା, ୨୭ା୨(ଏସଏସନିଉଜ)ଲାଞ୍ଚ ଟଙ୍କା ନେଇ ସିବିଆଇ ଜାଲରେ ପଡିଛନ୍ତି ରାଉରକେଲା ମୁଖ୍ୟ ଡାକଘରର ସହକାରୀ ପୋଷ୍ଟମାଷ୍ଟର ଓ ଏଜେଣ୍ଟ। ଜଣେ ଆକାଉଣ୍ଟଧାରୀଙ୍କଠାରୁ ଏଜେଣ୍ଟ ଜରିଆରେ ୫୦ହଜାରଟଙ୍କା ଲାଞ୍ଚ ନେଉଥିବା ବେଳେ ଚଢାଉ ହୋଇଥିବାବେଳେ ଧରାପଡିଥିଲେ ।

Comments (0)
Add Comment