ଛାତ୍ରଙ୍କୁ ପିଟିଲେ ପ୍ରିନ୍ସପାଲଙ୍କ ଭାଇ !

ବାରିପଦା,୩/୮(ଏସ ଏସ ନିଉଜ) ITI ଛାତ୍ରଙ୍କୁ ପ୍ରିନ୍ସପାଲଙ୍କ ଭାଇ ମାଡ଼ ମାରିବା ଅଭିଯୋଗ ହୋଇଛି।ଫର୍ମ ଫିଲପରେ ତ୍ରୁଟିକୁ ନେଇ ଧାରଣାରତ ଜଣେ ଛାତ୍ରଙ୍କୁ ମାଡ଼ ଅଭିଯୋଗ ହୋଇଛି ।ଏଥିପାଇଁ ଆଇଟିଆଇ ପ୍ରିନ୍ସପାଲ ଓ ଅଧ୍ୟାପକଙ୍କୁ ଅଟକ ରଖିଛି ପୋଲିସ ।

Comments (0)
Add Comment