ଚିଲିକାରେ ପକ୍ଷୀ ଶିକାର କରି ଗିରଫହେଲେ ୨

ଚିଲିକା, ୧୫/୧୨(ଏସଏସନିୟୁଜ) ଚିଲିକାରେ ବିଦେଶାଗତ ପକ୍ଷୀ ଶିକାର କରି ୨ ଜଣ ଶିକାରୀ ଗିରଫ ହୋଇଛନ୍ତି ।ସେମାନେହେଲେ ଟାଙ୍ଗୀ ଥାନା ମଙ୍ଗଳା ଯୋଡିର ଭାଗବତ ବେହେରା ଓ ବାହୁଡା ବେହେରା । ମଙ୍ଗଳା ଯୋଡି ଗ୍ରାମ ନିକଟରୁ ୨ ଶିକାରୀଙ୍କୁ ଗିରଫ କରି ତାଙ୍କଠାରୁ ମୃତ ପକ୍ଷୀ ଜବତ କରିଛି ଟାଙ୍ଗୀ ବନ୍ୟ ପ୍ରାଣୀ ବିଭାଗ ।

Comments (0)
Add Comment