କଟକ,୧୭।୪(ଏସଏସନିଉଜ) ମଧୁପାଟଣାରେ ଜଳିଯାଇଛି ଛିଡ଼ା ହୋଇରହିଥିବା ଏକ ବସ l ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରାହୁଥିବାବେଳେ ବସ୍ରେ କେହି ଯାତ୍ରୀ ନଥିବାବେଳେ ଏହି ଅଘଟଣ ଘଟିଛି।