ଭୁବନେଶ୍ୱର,୧୪ା୪(ଏସଏସନିଉଜ) କଟକ ରେଲୱେଷ୍ଟେସନରେ ଅଘଟଣ ଘଟିଛି ।ଭାଙ୍ଗିଯାଇଛି ଏକ୍ସପ୍ରେସ ଟ୍ରେନର ବଫରାବାଙ୍ଗିରପୋଷି-ଭୁବନେଶ୍ବର ଟ୍ରେନର ଭାଙ୍ଗି୍ଯାଇଛି ବଫରାଟ୍ରେନଟି କଟକ ଷ୍ଟେସନରେ ପହଞ୍ଚିବା ପରେ ଏହି ଅଘଟଣ ଘଟିଛି ।ସକାଳ ପ୍ରାୟ ସାଢ଼େ୯ଟାରେ ଘଟିଛି ଘଟଣା ।ଟ୍ରେନରେ ଥିବା ସମସ୍ତଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଲିଥିବାବେଳେ ୧ନଂପ୍ଲାଟଫର୍ମରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ।