କଟକରେ ମାସ୍କ ହେଲା ବାଧ୍ୟତାମୂଳକ।

କଟକ,୨/୭(ଏସ ଏସ ନିଉଜ)ଭୁବନେଶ୍ୱର ପରେ କଟକରେ ମାସ୍କ ହେଲା ବାଧ୍ୟତାମୂଳକ। କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲା ସିଏମ୍‌ସି ।କୋଭିଡ଼ ସଂକ୍ରମଣ ବଢ଼ିବାରୁ କଟକଣା କଡ଼ା କଲା ପ୍ରଶାସନ ।କଟକରେ ରହୁଥିବା ଲୋକ, କଟକକୁ ଆସୁଥିବା ଲୋକ ମାସ୍କ ପିନ୍ଧିବାକୁ କୁହାଯାଇଛି ।

Comments (0)
Add Comment