ଡାକ୍ତରଖାନାରେ ବିରଳଅସ୍ତ୍ରୋପଚାର

କନ୍ଧମାଳ,୨ା୪(ଏସଏସନିଉଜ) ବ୍ରହ୍ମପୁରଗକଉଏମେଡିକାଲରେ ବିରଳଅସ୍ତ୍ରୋପଚାର କରଯାଇଛି ।ମଳଦ୍ବାରରେ ପଶିଥିବା ଶାବଳକୁ ସୁରକ୍ଷିତ ଡାକ୍ତରମାନେ କାଢିବାରେ ସକ୍ଷମ ହୋଇଛନ୍ତି । ସର୍ଜରୀବିଭାଗର ବରିଷ୍ଠ ଡାକ୍ତରଙ୍କ ଏହି ଦ୍ବାରା ଅସ୍ତ୍ରୋପଚାର କରାଯାଇଛି ।୧୬ବର୍ଷୀୟ ଶକ୍ତିପାଟଗୁରୁଙ୍କର କରାଯାଇଛି ସଫଳ ଅସ୍ତ୍ରୋପଚାର । କନ୍ଧମାଳଜିଲ୍ଲା କୋଟଗଡ଼ଥାନା ତଳସୁବର୍ଣ୍ଣଗିରି ଅଞ୍ଚଳରେ ଆଜବେଷ୍ଟରୁ ଖସିପଡ଼ିବାରୁ ୧୬ବର୍ଷୀୟ ଯୁବକ ଶକ୍ତି ପାଟଗୁରୁଙ୍କ ମଳଦ୍ବାରରେ ଶାବଳ ପଶିଯାଇଥିଲା । ଏକସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ନିର୍ମାଣ କାମରେ ନିୟୋଜିତ ଥିବାବେଳେ ଭାଙ୍ଗି ଯାଇଥିବା ଆଜବେଷ୍ଟସ ବାହାର କରିବା ପାଇଁ ଶକ୍ତି ଆଜବେଷ୍ଟସ ଉପରକୁ ଚଢ଼ିଥିଲା ସେହି ସମୟରେ ଘର ଭିତରେ ଅନ୍ୟଜଣେ ଶ୍ରମିକ ଏକ ଶାବଳ ଧରି ଠିଆ ହୋଇଥିଲେ। ଅସାବଧାନତା ଯୋଗୁଁ ଶକ୍ତି ଭଙ୍ଗା ଆଜବେଷ୍ଟସ ରୁ ଖସି ଘର ଭିତରେ ଶାବଳ ଉପରେ ପଡ଼ିବାରୁ ଶାବଳଟି ଶକ୍ତିର ତଳଦ୍ବାରରେ ପଶିଯାଇଥିଲା ।

 

 

 

Comments (0)
Add Comment