ଦିଲ୍ଲୀ ପୋଲିସକମିଶନର ହେଲେ ସଞ୍ଜୟ ଆରୋରା

ଭୁବନେଶ୍ୱର,୩୧/୭(ଏସଏସନିଉଜ) ଓଞଈଚ ଡିଜି ସଞ୍ଜୟ ଆରୋରା ହେଲେ ଦିଲ୍ଲୀ ପୋଲିସ କମିଶନର । ଦିଲ୍ଲୀର ପୋଲିସ କମିଶନର ନେଇ ତାଙ୍କୁ ନିଯୁକ୍ତି ମିଳିଛି ।ତାମିଲନାଡ଼ୁ କ୍ୟାଡରର ଓଚଝ ଅଫିସର ହେଉଛନ୍ତି ସଞ୍ଜୟ ଆରୋରା । ସେ ଅଗଷ୍ଟ ୧ରୁ ଦାୟିତ୍ବ ତୁଲାଇବେ ବୋଲି ଜଣାପଡିଛି ।

Comments (0)
Add Comment