ଦିନ ଦ୍ୱିପ୍ରହରରେ ଚୋରୀ

ଗଜପତି, ୬/୮(ଏସଏସନିଉଜ)ଦିନ ଦ୍ୱିପ୍ରହରରେ ପାରଳାଖେମୁଣ୍ଡି ଟାଉନହଲ ନିକଟସ୍ଥ ଜନ ଗହଳି ପୃର୍ଣ୍ଣ ଅଞ୍ଚଳରୁ ଚୋରି ହୋଇଥିବାର ଅଭିଯୋଗ ହୋଇଛି । ବାହାଘର ଭୋଜିରେ ବ୍ୟସ୍ତ ଥିବା ବେଳେ ଘରେ କଳା କନା ବୁଲାଇଲେ ଦୃବୁତ୍ତ ।ପ୍ରାୟ କୋଡ଼ିଏ ଭରି ସୁନା ସହ ଦୁଇ ଲକ୍ଷ ନଗଦ ଟଙ୍କା ଚୋରି ଅଭିଯୋଗ ହୋଇଛି ।ଖବରପାଇ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି

Comments (0)
Add Comment