ଦୁର୍ଦ୍ଦାନ୍ତମାଓବାଦୀ ଗିରଫ

ମାଲକାନଗିର. ୧୦/୭(ଏସଏସନିଉଜ) ସର୍ଚ୍ଚ ଅପରେସନ ବେଳେ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ ହୋଇଥିବାର ଜଣାପଡିଛିା କାନ୍‌କେର ଘାଟି ପାର୍ଟି ସଦସ୍ୟ ଦୁର୍ଦ୍ଦାନ୍ତ ମାଓବାଦୀ ଲଛମନ ପଡିଆମୀ ଗିରଫ ହୋଇଛନ୍ତି ।ଲଛମନ ପଡିଆମୀ ଗିରଫ ନେଇ ମାଲକାନଗିରି ଏସ୍‌ପିଙ୍କ ସୂଚନା ଦେଇଛନ୍ତି ।ଛତିଶଗଡ଼ ସୀମା ତୁଳସୀ ପାହାଡ଼ରେ ସର୍ଚ୍ଚ ଅପରେସନ ବେଳେ ଗିରଫ କରାଯାଇଛି ।

 

Comments (0)
Add Comment