ଦୁର୍ଘଟଣା ଜଣେମୃତ , ଜଣେ ଗୁରୁତର

ଆନନ୍ଦପୁର,୧୨।୧(ଏସଏସନିଉଜ) ରାସ୍ତା ଡିଭାଇଡରରେ ପିଟି ହୋଇ ଓଲଟିପଡିଲା କାର୍‌।କାର୍‌ରେ ଥିବା ଜଣେ ମୃତ ଓ ଅନ୍ୟଜଣେ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି।ହସନପୁର ଟୋଲ୍‌ ଗେଟ୍‌ ନିକଟ ଡିଭାଇଡରରେ ପିଟି ହୋଇଯାଇଥିଲା।ମୃତକ ସ୍ଥାନୀୟ ଘଟଗାଁ ଅଞ୍ଚଳର ହୋଇଥିବାବେଳେ ପାରାଦୀପ ରୁ ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Comments (0)
Add Comment