ଗଞ୍ଜେଇ ସହ କାର ଜବତ

ବୌଦ୍ଧ , ୨୭/୭(ଏସଏସନିୟୁଜ)ବିଶେଷସୁତ୍ରରୁ ଖବରପାଇ ବାଉଁଶୁଣୀ ପୁଲିସ ବାଉଁଶୁଣୀ-ଗୁନ୍ଦୁଳିଆ ରାସ୍ତାର ଛେଳିବାହାଲ୍ ଛକ ନିକଟରେ ଓଆର୍‌୧୭କେ-୬୬୯୯ନଂ କାରକୁ ରୋକି ଯାଂଚ କରିବାପରେ କାର୍‌ରୁ ୬୦ କେଜି ଗଂଜେଇ ଜବତ କରିଛନ୍ତି ।ଏହାସହ କାର ଆଗରେ ପାଇଲଟରେ ଆସୁଥିବା ଦୁଇଟି ବାଇକକୁ ମଧ୍ୟ ଜବତ କରିବାସହ ଚାଳକଦ୍ୱୟ ବିହାରର ଜିତେନ୍ଦ୍ର ଯାଦବ ଓ ଥାଟିପାଲି ଗ୍ରାମର ସିପୁନ ଖମାରୀକୁ ଗିରଫ କରିଛନ୍ତି ।

Comments (0)
Add Comment