ଗ୍ୟାସଟାଙ୍କିରେ ଗଞ୍ଜେଇ ଚାଲାଣ

ବ୍ରହ୍ମପୁର,୧୨।୩,(ଏସଏସ ନିଉଜ) ଗ୍ୟାସ ଟାଙ୍କିରେ ଗଞ୍ଜେଇ ଚାଲଣ କରୁଥିବା ବେଳେ ପୋଲିସ ହାତରେ ଧରାପଡିଛନ୍ତି ତିନିଜଣ।ଭଞ୍ଜନଗର ଜଗନ୍ନାଥପ୍ରସାଦ ନିକଟରେ ପୁଲିସ ଏମାନଙ୍କୁ ଧରିଛି। ଗ୍ୟାସ୍‌ ଟାଙ୍କିକୁ ମଝିରୁ କାଟି ଭିତରେ ଗଞ୍ଜେଇ ରଖି ଚାଲାଣ କରୁଥିଲେ।୨୫ କେଜି ଗଞ୍ଜେଇ ସହ ୨ ବାଇକ୍‌ ଜବତ କରିଛି ପୋଲିସ।

Comments (0)
Add Comment