ଗୋଟିଏ ଦିନରେ ୩ନାଗସାପ ଉଦ୍ଧାର

ମେଣ୍ଢାଶାଳ,୨/୬(ଏସଏସନିଉଜ)ଅତ୍ୟଧିକ ଗରମ ଓ ସୁର୍ଯ୍ୟତାପ ବୃଦ୍ଧି ଯୋଗୁ ସାପ ସବୁବାହାରି ବିଭିର୍ଣ ଲୋକଙ୍କ ଘରେ ପଶୁଥିବାର ଦେଖାଦେଇଛି ।ବୁଧବାରସନ୍ଧ୍ୟାରେ ମେଣ୍ଢାଶାଳ ଗ୍ରାମର ଅଭିନ୍ନମାନସିଂହ,ଗିରିଙ୍ଗାପୁଟ ଗ୍ରାମର ଟୁଟୁସାହୁଙ୍କ ଘରୁ ୬ଫୁଟ ଲମ୍ବର ତିନଟି ନାଗସାପ ଉଦ୍ଧାର ହୋଇଛି ।ମେଣ୍ଢାଶାଳ ଗ୍ରାମର ସାପଧରାଳି ସଂଯୁକ୍ତପାତ୍ର ୩ଟିନାଗାସପକୁ ଧରି ଚନ୍ଦକା ଜଙ୍ଗଲରେ ଛାଡିଥିବାବେଳେ ଗିରିଙ୍ଗାପୁଟରୁ ଧରା ହୋଇ ଥିବାସାପକୁ କୁକୁଡାମୁଣ୍ଡି ପାହଡରେ ଛାଡିଥିବାର ଜଣାପଡିଛି ।(ପଦ୍ମଚରଣ ବଡଜେନାଙ୍କ ରିପୋର୍ଟ)

Comments (0)
Add Comment