ଗାଡିଧକ୍କାରେ ଚାଲିଗଲା ହରିଣ ଜୀବନ

ଗଞ୍ଜାମ,୪।୧(ଏସଏସ ନିଉଜ) ରାସ୍ତାପାର ହେଉଥିବା ବେଳେ ଗାଡ଼ି ଧକ୍କାରେ ଏକ ଗର୍ଭବତୀ ହରିଣ ପ୍ରାଣ ହରାଇଛି।
କୋଦଳାଥାନା ଅନ୍ତର୍ଗତ ମଠସରସିଂ ନିକଟସ୍ଥ ସିଦ୍ଧେଶ୍ଵର ମନ୍ଦିର ରାସ୍ତାପାର ହେଉଥିବା ଅଜଣା ଗାଡି ଧକାରେ ଶୁକ୍ରବାର ସକାଳେ ଧକା ଦେଇଥିଲା।ଖବରପାଇ ବନବିଭାଗର କର୍ମଚାରୀମାନେ ଆସି ମୃତ ହରିଣକୁ ନେଇଯାଇଥିଲେ।

Comments (0)
Add Comment