ହୀରାକୁଦରୁ ଜଳନିଷ୍କାସନ ବନ୍ଦ

ଭୁବନେଶ୍ୱର,୩୧/୭(ଏସଏସନିଉଜ) ରାଜ୍ୟରେ ବର୍ଷାପ୍ରଭାବ କମିଯାଇଥିବାରୁ ହୀରାକୁଦ ଡ୍ୟାମରୁ ବନ୍ୟା ଜଳ ନିଷ୍କାସନ ବନ୍ଦ ହୋଇଛି । ଶେଷରେ ଖୋଲାଥିବା ୨ଟି ଗେଟ୍‌କୁ ମଧ୍ୟ ଏହାଭତରେ ବନ୍ଦ କରିଛନ୍ତି ଡ୍ୟାମ କର୍ତ୍ତୃପକ୍ଷ । ବର୍ତ୍ତମାନ ଆଉ କୌଣସି ଗେଟ୍ ଦେଇ ଜଳ ନିଷ୍କାସନ ହେଉନଥିବାର ଜଣାପଡିଛିା

Comments (0)
Add Comment