ଯୋରନ୍ଦା-କରମୂଳରାସ୍ତାରେ ବୋମା !

ଢେଙ୍କାନାଳ,୩ା୧୦(ଏସଏସନିଉଜ) ଗଁନ୍ଦିଆ ଥାନା ଯୋରନ୍ଦା କରମୂଳ ରାସ୍ତାରେ ବୋମାମାଡ ହୋଇଛି ।ବୋମାମାଡର ପ୍ରଚଣ୍ଡ ଶବ୍ଧରେ ଅଂଚଳସ୍ତମ୍ବିଭୁତ ହୋଇଯାଇଛନ୍ତି ।ସ୍ଥାନୀୟ ଲୋକମାନଙ୍କଠାରୁ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।ଖବରପାଇ ପୋଲିସ ଯାଞ୍ଚ କରିବାସହ ବୋମା ନିଷ୍କ୍ରିୟକାରୀ ଦଳ ମଧ୍ୟ ଉପସ୍ଥିତ ଅଛନ୍ତି ।ତେବେ ବୋମାଗୁଡ଼ିକ ବାର୍‌ହା ଶିକାର ପାଇଁ ରଖାଯାଇଥିବା ସନ୍ଦେହ କରାଯାଉଛି ।

Comments (0)
Add Comment