କାଠଯୋଡ଼ିରେ କୁମ୍ଭୀର ଆତଙ୍କ

ବାରଙ୍ଗ,୨୨/୭(ଏସ ଏସ ନିଉଜ) ତ୍ରିଶୂଳିଆ ଛକ ନିକଟ କାଠଯୋଡ଼ି ମୁଣ୍ଡମୁହାଣ ଘାଟରେ କୁମ୍ଭୀର ଆତଙ୍କ ଦେଖଦେଇଛି ।ଘାଟ ନିକଟରେ ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ
କୁମ୍ଭୀର ଫସିଥିବା ଅବସ୍ଥାରେ ଉଦ୍ଧାର ପାଇଁ ଘଟଣାସ୍ଥଳରେ ପହଞ୍ଚିଲା ବନବିଭାଗ ଓ ଅଗ୍ନିଶମ ବାହିନୀ ।

Comments (0)
Add Comment