ଖୋଲାଅଛି ହୀରାକୁଦର ୬ଟିଗେଟ୍‌

ଖୋଲାଅଛି ହୀରାକୁଦର ୬ଟିଗେଟ୍‌
ସମ୍ବଲପୁର,୨୦/୯(ଏସ ଏସ ନିଉଜ)ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍‌ ଖୋଳିଛି । ବାମ ପାର୍ଶ୍ବରୁ ୫ଟି ଓ ଡାହାଣ ପାର୍ଶ୍ବରୁ ଗୋଟିଏ ଗେଟ୍‌ ଖୋଲାରହିଛି । ମୋଟ ୬ଟି ଗେଟ୍‌ ଦେଇ ପ୍ରବାହିତ ହେଉଛି ଜଳଭଣ୍ଡାରର ଜଳ।ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୨୯ ଫୁଟ ରହିଛି।

Comments (0)
Add Comment