କୋଇଲା ଟ୍ରେନରେ ନିଆଁ

ବଲାଙ୍ଗିର, ୨୭ା୨(ଏସଏସନିଉଜ) କୋଇଲାବୋଝେଇ ଟ୍ରେନରେ ଲାଗିଲା ନିଆଁ। ବଲାଙ୍ଗିରଷ୍ଟେସନରେ ଟ୍ରେନର ଗୋଟିଏବଗିରେ ନିଆଁ ଲାଗିଥିବାର ଜଣାପଡିଛି । ଖବରପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଁଚି ନିଆଁଲିଭା କାର‌୍ୟ୍ୟ ଆରମ୍ଭ କରିଛନ୍ତି ।

 

Comments (0)
Add Comment