କୋଟିଆରେ ମୁଖ୍ୟସଚିବ

କୋରାପୁଟ,୫।୪(ଏସଏସନିଉଜ)କୋଟିଆ ଗସ୍ତରେ ମୁଖ୍ୟସଚିବ ପ୍ରଦୀପଜେନା।ମୁଖ୍ୟ ସଚିବଙ୍କ ସହ କୃଷି ସଚିବ ଅରବିନ୍ଦପାଢ଼ୀ ମଧ୍ୟ ସାମିଲ ହୋଇଥିଲେ।କୋଟିଆରେ ବିଭିନ୍ନଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।ସ୍କୁଲ,ମା’ଗୃହ,ହସ୍ପିଟାଲ, ବାରାକ ସହ ଜଗନ୍ନାଥମନ୍ଦିର ବୁଲି ଦେଖିଛନ୍ତି,ଜିଲ୍ଲାପାଳଙ୍କ ସହ ଡିଆଇଜି, ଏସ୍‌ପି, ଡିଏସପି ଗସ୍ତ ବେଳେ ଉପସ୍ଥିତ ଥିଲେ।

Comments (0)
Add Comment