କୂଅରେ ଫସିଛି ବାଘ

ରେଢ଼ାଖୋଲ, ୮/୬(ଏସଏସନିୟୁଜ)କୂଅରେ ଫସିଛି ବାଘ ।କୁଅରେ ଫସିଥିବା କଲରାପତରିଆ ବାଘ ଉଦ୍ଧାର କରିବାର ଉଦ୍ୟମ ଆରମ୍ଭ ହୋଇଛି ।। ଚାରମାଳ ରେଞ୍ଜ ହିନ୍ଦୋଳ ଘାଟି ନିକଟରେ ଥିବା ଏକ କୂଅରେ ପଡିଯାଇଥିଲା ବାଘ ।ଖବର ପାଇ ବନବିଭାଗ ସ୍ଥାନୀୟ ଲୋକଙ୍କ ସହାୟତାରେ ବାଘଟିକୁ ଉଦ୍ଧାର କରିବାପାଇଁ ଉଦ୍ୟମ ଆରମ୍ଭ କରିଥିବାର ଦେଖିବାକୁ ମିଳିଛି ।

Comments (0)
Add Comment