ଲୁଟେରାକୁ କାବୁ କଲେ ଲୋକ

ସୁବର୍ଣ୍ଣପୁର ,୭/୭(ଏସଏସନିଉଜ) ଉଲୁଣ୍ଡା ଥାନା କେଉଟିପାଲିରେ ଦମ୍ପତିଙ୍କ ମୁହଁରେ ସ୍ପ୍ରେ ମାରି ଲୁଟ୍ ଉଦ୍ୟମର ଅଭିିଯୋଗ ହୋଇଛି ।ଲୁଟେରାମାନେ ଲୁଟ ଉଦ୍ୟମ କରୁଥିବାବେଳେ ଲୋକମାନଙ୍କ ହାବୁଡରେ ପଡିଯାଇଥିଲେ । ସ୍ଥାନୀୟ ଲୋକମାନେ ଲୁଟେରାତିନିଜଣଙ୍କୁ ଧରି ଉତମମଧ୍ୟମ ଦେଇ ପୋଲିସର ଜିମା ଦେଇଛନ୍ତି ।ପୋଲିସ ଲୁଟେରାତିନିଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

Comments (0)
Add Comment