ଭୁବନେଶ୍ୱର,୧୯/୭(ଏସ ଏସ ନିଉଜ) ମହାନଦୀ ଓ ବ୍ରାହ୍ମଣୀ ନଦୀ ଦଳ ଦୂଷିତ ହୋଇଥିବାର ଅମର ଶତପଥୀ ପଚାରିଥିବା ପ୍ରଶ୍ନରେ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ଲିଖିତ ଉତ୍ତର ଦେଇଥିଲେ ।ପ୍ରତିମାସରେ ୧୧ଟି ମୁଖ୍ୟ ନଦୀର ୧୨୯ଟି ସ୍ଥାନରେ ଜଳ ମାନ ପରୀକ୍ଷା ହୁଏ।ପରୀକ୍ଷଣ ଅନୁସାରେ ମହାନଦୀ ଓ ବ୍ରାହ୍ମଣୀ ଜଳ ମାନକ ଠାରୁ ଉର୍ଦ୍ଧ୍ୱରେ ଅଛି ।ଉଭୟ ନଦୀର ଜଳ ଈଙଊ ଏବଂ ଞଉ ନିର୍ଦ୍ଧାରିତ ମାନଠାରୁ ଅଧିକ ରହିଛି।ସହରାଞ୍ଚଳ ବର୍ଜ୍ୟଜଳ ଓ ନଦୀଜଳ ଇନଷ୍ଟ୍ରିମ୍ ବ୍ୟବହାରରୁ ଦୂଷିତ ଆକଳନ ହୋଇଛି ବୋଲି ମନ୍ତ୍ରୀ ଉତ୍ତର ରଖିଥିଲେ ।