ମଝି ଚିଲିକାରେ ଅଟକିଲା ଯାତ୍ରୀବାହୀ ଡଙ୍ଗା

ଚିଲିକା,୨୯/୧୦(ଏସଏସ ନିଉଜ)ସାତପଡ଼ା ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଡଙ୍ଗାରେ ଅଛନ୍ତି ୪୦ରୁ ଅଧିକ ଯାତ୍ରୀ ଓ ୧୫ଟି ବାଇକ । ମଝିରେ ଡଙ୍ଗାର ମେସିନ ଖରାପ ହେଇଥିଲା । ମଝି ଚିଲିକାରେ ଅଟକି ରହିଛି ଯାତ୍ରୀବାହୀ ଡଙ୍ଗା । ସାତପଡ଼ାରୁ ଜହ୍ନିକୁଦା ଘାଟ ନିକଟକୁ ଆସୁଥିଲା ଡଙ୍ଗା ।

Comments (0)
Add Comment