ମନ୍ଦିର ହୁଣ୍ଡିରୁ ଲୁଟିନେଲେ ଦୁର୍ବୃତ୍ତ

ପିପିଲି,୮/୭(ଏସଏସନିଉଜ) ବିଳମ୍ବିତ ରାତିରେ ପିପିଲି ଗୋବର୍ଦ୍ଧନପୁର ଶନି ମନ୍ଦିରରୁ ଚୋରି ହୋଇଥିବାର ଅଭିଯୋଗ ହୋଇଛି ।ଚୋରମନାେ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିନେଇଛନ୍ତି ଦୁର୍ବୃତ୍ତ ।ଏହାସହ ଗତିଶ୍ବର ଶିବ ମନ୍ଦିରର ହୁଣ୍ଡି ତାଡ଼ିନେଇ ଦାନ ଟଙ୍କା ନେବା ପରେ ଦୟା ନଦୀରେ ହୁଣ୍ଡି ବାକ୍ସ ଚୋରମାନେ ଫିଙ୍ଗି ଦେଇଥିବାର ଜଣାପଡିଛି ।ଖବରପାଇ ପିପିଲି ପୋଲିସର ତଦନ୍ତ ଆରମ୍ଭ କରିଛି ।

Comments (0)
Add Comment