ମର୍ମନ୍ତୁଦ ଦୁର୍ଘଟଣା

ଆନନ୍ଦପୁର,୩୦।୯(ଏସଏସନିଉଜ)ମର୍ମନ୍ତୁଦ ଦୁର୍ଘଟଣାରେ ୩ଜଣଙ୍କର ମୃତୁ ଘଟିଛି।
ଆନନ୍ଦପୁର-କରଞ୍ଜିଆ ରାସ୍ତା ପଦ୍ମପୁର ଗେଟ୍‌ ନିକଟରେ ଦୁର୍ଘଟଣା ଘଟିଛି।ମୃତକଙ୍କ ମଧ୍ୟରେ ୨ଜଣ ପୁରୁଷ ଏବଂ ଜଣେ ମହିଳା ଥିବାର ସୂଚନା ମିଳିଛି।ବାଇକରେ ଯାଉଥିବା ୩ ଜଣଙ୍କ ଉପରେ ଚଢ଼ିଯାଇଥିଲା ଅଜଣା ଗାଡ଼ି।

Comments (0)
Add Comment