ମେଣ୍ଢାଶାଳରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ମେଣ୍ଢାଶାଳ,୨୬ା୧(ଏସଏସନିଉଜ)ମେଣ୍ଢାଶାଳର ବିଭିର୍ଣ ସ୍ଥାନରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।ମେଣ୍ଢାଶାଳ ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ସରପଂଚ କୈାଶଲ୍ୟା ବଳିୟାରସିଂହ, ସେବା ସମବାୟ ସମିତି ପରିସରରେ ସଭାପତି ମହେନ୍ଦ୍ରକୁମାର ପ୍ରଧାନ,ମେଣ୍ଢାଶାଳଫାଣ୍ଡିରେ ଫାଣ୍ଡି ଅଧିକାରୀ

ମାନଗୋବିନ୍ଦନାୟକ,ମେଣ୍ଢାଶାଳସ୍ୱାସ୍ଥ୍ୟକେନ୍ଦ୍ରରେ ଡ.ମୋହନ ହେମ୍ରମ, ରାଜସ୍ୱନିରିକ୍ଷକ କାର୍ଯ୍ୟାଳୟ, ଡେରାସଫାର୍ମକେନ୍ଦ୍ରିୟ ଜଳବିନିଯୋଗ ଫାର୍ମ, ଓପିଟିସିଏଲ ଆଦି ସ୍ଥାନମାନଙ୍କରେ ପାଲିତ ହୋଇଯାଇଛି ।ସେହିଭଳିଭାବେ ମୁକ୍ତାକାଶ କାରାଶ୍ରମ ପରିସରରେ ଅଧିକ୍ଷକ ସରୋଜକୁମାରବିଶ୍ୱାଳ ଜାତୀୟପତାକା ଉତୋଳନ କରିଥିଲେ ।କାରାଶ୍ରମର ସମସ୍ତ ଅନ୍ତେଃବାସୀଙ୍କ ସମେତ ସମସ୍ତ ପଦାଧିକାରୀମାନେ ଉପସ୍ଥିତଥିଲେ ।(ପଦ୍ମଚରଣବଡଜେନାଙ୍କରିପୋର୍ଟ)

 

Comments (0)
Add Comment