ମଝି ସମୁଦ୍ରରେ ଲାଗିଲା ନିଆଁ

ପାରାଦ୍ଵୀପ,୨୪/୭(ଏସ ଏସ ନିଉଜ) ସମୁଦ୍ର ମଝିରେ ପୁଣି ଅଘଟଣ ଘଟିଛି । ମଝି ସମୁଦ୍ରରେ ବୋଟ୍ ରେ ଲାଗିଲା ନିଆଁ।ଭଗବତୀ-୩ ନାମକ ବୋଟ୍ ରେ ଲାଗିଛି ନିଆଁ।
ବୋଟ୍ରର୮  ଜଣ ମତ୍ସ୍ୟଜୀବୀ ଥିବାବେଳେ ସମସ୍ତ ମତ୍ସ୍ୟଜୀବୀ ଙ୍କୁ ଅନ୍ୟ ବୋଟ୍ ଦ୍ବାରା ସୁରକ୍ଷିତ ଉଦ୍ଧାର କରାଯାଇଛି ।

Comments (0)
Add Comment