ମୋଟୁରେ ବନ୍ୟା

ମାଲକାନଗିରି ୧୬/୭(ଏସଏସନିଉଜ) ଲଗାଣ ବର୍ଷାରେ ମାଲକାନଗିରି ମୋଟୁରେ ବନ୍ୟା ପରିସ୍ଥିତି ସୃଷଷ୍ଟି ହୋଇଛି । ଗୋଦାବରୀ ଫୁଲୁଥିବାରୁ ଏହାର ପ୍ରଭାବରେ ମୋଟୁ ଅଞ୍ଚଳ ଜଳମଗ୍ନ, ହୋଇଛି । ସିଲେରୁ ଓ ସାବେରୀ ନଦୀରେ ପଶିଲା ଗୋଦାବରୀର ପଛୁଆ ପାଣି । ଗୋଦାବରୀ ନଦୀର ଜଳ ନିଷ୍କାସିତ ହୋଇନପାରି ମୋଟୁ ଅଞ୍ଚଳର ୪ଟି ଗାଁରେ ପାଣି ପଶିଛି। ଫଳରେ ଏନ୍ଏଚ୍ ୩୨୬ ପାଣିରେ ବୁଡ଼ିବା ସହ ପଡ଼ୋଶୀ ରାଜ୍ୟକୁ ଯାତାୟାତ ବନ୍ଦ ହୋଇଯାଇଛି ।

Comments (0)
Add Comment