ମୂଲ୍ୟବାନକାଠ ଜବତ

ମୟୂରଭଞ୍ଜ,୭/୧୧(ଏସଏସନିଉଜ)କରଞ୍ଜିଆରେ ବନବିଭାଗର ଚଢ଼ାଉ କରି ଦୁଧିଆଣୀରେଞ୍ଜ ଭଞ୍ଜକିଆଅଞ୍ଚଳରୁ ଏକ କାଠ ବୋଝଇ ବୋଲେରୋକୁ ଜବତ କରିଛି। ୨୨୦ନମ୍ବର ଜାତୀୟରାଜପଥ ଯଶିପୁର , ରାଇରଙ୍ଗପୁରରାସ୍ତାର ମାଛକାନ୍ଦଣାଘାଟି ନିକଟରେ ଗାଡ଼ିକୁ ଅଟକାଇଥିଲା ବନବିଭାଗ। ଜବତ ମୂଲ୍ୟବାନକାଠର ମୂଲ୍ୟ ଲକ୍ଷାଧିକଟଙ୍କା ହେବବୋଲି ଜଣାପଡିଛି ।

 

Comments (0)
Add Comment