ନଦୀକୁ ଡେଇଁ ପଡିଲେ ଯୁବତୀ

ଯାଜପୁର, ୧୩/୭(ଏସଏସନିଉଜ) ଜେନାପୁର ଥାନା ଯୋକଡ଼ିଆ ବ୍ୟାରେଜ୍ ନିକଟରେ ଜଣେ ଯୁବତୀ ଖରସ୍ରୋତା ନଦୀକୁ ଡେଇଁ ନିଖୋଜ ହୋଇଛନ୍ତି ।ନିଖାଜ ଯୁବତୀ ହେଉଛନ୍ତି ବାଉଁଶ ଅଣ୍ଟା ଗାଁ ର କାଠିଆ ଦେହୁରିଙ୍କ ଝିଅ ଧାନି ।ଯୁବତୀଜଣଙ୍କ ମାମୁଁଘର ଛୋଟରାୟପୁର ଗାଁରୁ ସକାଳୁ ସାଇକେଲ ଯୋଗେଆସି ଯୋକଡ଼ିଆ ଆନିକଟ ବଜାରକୁ ଆସି ଚା ପାଇବା ପରେ ବ୍ୟାରେଜ୍ ଉପରୁ ନଦୀକୁ ଡେଇଁ ପଡିଛନ୍ତି। ଯୁବତୀ ଜଣଙ୍କ କାହିଁକି ଏପରି ପଦକ୍ଷପ ନେଲେ ତାହା କିଛି ଜଣାପଡି ନଥିବାବେଳେ ଅଗ୍ନିଶମ କର୍ମଚାରୀମାନେ ଆସି ଖୋଜାଖୋଜି ଆରମ୍ଭ କରିଛନ୍ତି ।

 

Comments (0)
Add Comment