ପାଣି ନାହିଁ ତ ଭୋଟ ନାହିଁ

ପଞ୍ଚାୟତ କାର୍ଯ୍ୟାଳୟ ଘେରିଲେ ମହିଳା

 

ରାୟଗଡ଼ା,୨୪।୨(ଏସଏସନିଉଜ)ପାଣି ନାହିଁ ତ ଭୋଟ ନାହିଁ ବୋଲି ନାରାଦେଇ ହାଣ୍ଡି, ଗରାଧରି ଆଗୁଳପଞ୍ଚାୟତ କାର୍ଯ୍ୟାଳୟଘେରିଲେ ମହିଳା ।
ମୁନିଗୁଡାବ୍ଲକ ଅନ୍ତର୍ଗତ ଅଗୁଳଗ୍ରାମର ହରିଜନ ସାହିର ଲୋକମାନେ ପଞ୍ଚାୟତକାର୍ଯ୍ୟାଳୟ ଘେରାଉ କରିଥିଲେ ।ଗତ ଆଠମାସ ହେବ ପାଣି ସମାସ୍ୟା ଲାଗିରହିଥିବା ବେଳେ ଏହାର ସମାଧାନ ହୋଇପାରୁ ନାହିଁ ।ତେଣୁ ପ୍ରତିବାଦରେ ସାହିବାସୀ ପଞ୍ଚାୟତ ଆଗରେ ଧାରଣାଦେବାସହ ପାଣି ନ ମିଳିଲେ ଭୋଟବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ।

Comments (0)
Add Comment