ପାଣି ପାଇଁ ରାସ୍ତାକୁ ଅସିଲେ ମହିଳା

ବରଗଡ଼ ,୨୧/୪(ଏସଏସନିଉଜ) ପାଣି ପାଇଁ ରାସ୍ତାକୁ ଆସିଛନ୍‌ତି ମହିଳା ।ପାଇପ ଯୋଗେ ପାଣି ଆସୁନାହିଁ ତେଣୁ ଲୋକେ ଡହକ ବିକଳ ହେଉଛନ୍ତି ।ଏବେଠାରୁ ପାଣି ସମସ୍ୟା ଲାଗିରହିଥିଲେ ଏହାର ସମାଧାନ ନକଲେ ଆଗକୁ ବିଶମ ପରିସ୍ଥିତି ଉପୁଜିବାକୁ ଯାଉଛି ।ପ୍ରଶାସନ ପକ୍ଷରୁ ଯୋଗାଯାଉଥିବା ପାଣି ଟାଙ୍କି ଆବଶ୍ୟକତାକୁ ପୁରଣ କରିପାରୁନାହିଁ ।ଯେଉଁଥିପାଇଁ ପଦ୍ମପୁର ଠାରୁ ଗାଇସିଲେଟ ରାସ୍ତା ବଡପଡା ଛକରେ ମହିଳାମାନେ ପାଣିଗରା ଧରି ରାସ୍ତାରେ ଛିଡା ହୋଇଛନ୍ତି ।

Comments (0)
Add Comment