ପାଣି ଘେରରେ ୮ ପରିବାର,ଭାଙ୍ଗିଲା ୩ବଖରା ଘର

କେଉଁଝର,୧୬/୭(ଏସଏସନିଉଜ) ହାଟଡିହି ବ୍ଲକ୍ ଅକରୁଆ ପଞ୍ଚାୟତ ଘୋଷରାପଦା ଗାଁରେ ୮ଟି ପରିବାର ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ବର୍ଷାଜଳ ଠିକ ଭାବେ ନିଷ୍କାସନ ନହୋଇପାରିବାରୁ ଗାଁରେ ଆଣ୍ଠୁଏ ଉଚ୍ଚର ପାଣି ଜମିଛି। ମାଟିକାନ୍ଥ ଘର ହୋଇଥିବାରୁ ପରିବାର ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।ଅନ୍ୟପଟେ ହରିଚନ୍ଦନପୁର ବ୍ଲକ୍ ସୁନାପେଣ୍ଠ ଗ୍ରାମରେ ୩ଟି ଘର ଗତକାଲି ରାତିରେ ଭାଙ୍ଗିଯାଇଛି।

Comments (0)
Add Comment