ପାରାଦୀପ,୨/୫(ଏସ ଏସ ନିଉଜ)ପାରାଦୀପ ବାଲିଝର କ୍ରିକ୍ରେ ମାଛ ମଡ଼କ ହୋଇଛି।କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛପାଣିରେ ମରି ଭାସୁଛନ୍ତି।ମାଛ ମରିବାର କାରଣ ଅସ୍ପଷ୍ଟ ରହିଥିବାବେଳେ
ମରି ଭାସୁଥିବା ମାଛକୁ ଲୋକମାନେ ବୋହି ନେଉଥିବାର ଦେଖିବାକୁ ମିଳିଛି।