ପିସିସି ସଭାପତିଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର,୩/୬(ଏସ ଏସ ନିଉଜ)ବ୍ରଜରାଜନଗର ଉପ ନିର୍ବାଚନରେ ବିଜେଡି ବିଜୟ ଲାଭ କରିବାପରେ ମୁହଁ ଖୋଲିଲେ ପିସିସି ସଭାପତି ଶରତ ପଟ୍ଟନାୟକ ।ନିର୍ବାଚନ
ଫଳାଫଳ କୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରତିକ୍ରିୟାରେ କହିଛନ୍ତି ଯେ, ମୋଡ ବଦଳାଇବ ଫଳାଫଳ, କଂଗ୍ରେସ ପାଇଁ ଟର୍ଣ୍ଣିଙ୍ଗ ପଏଣ୍ଟ। ଏବେ ଆମର ଲଢ଼େଇ ବିଜେଡି ସହ ହେବ। ଦ୍ଵିତୀୟ ସ୍ଥାନକୁ ଆସିପାରିଛି କଂଗ୍ରେସ ବୋଲି ଶରତ ପଟ୍ଟନାୟକ କହିଛନ୍ତି ।

Comments (0)
Add Comment