ପିକଅପ୍ ଭ୍ୟାନ୍ ନେଲା ୩ଜୀବନ

ଅନୁଗୋଳ,୧୨।୩(ଏସଏସ ନିଉଜ)ପିକଅପ୍ ଭ୍ୟାନ୍ ଧକ୍କାରେ ୩ ବାଇକ୍ ଆରୋହୀ ମୃତୁବରଣ କରିଛନ୍ତି।ଏନ୍ଏଚ୍ ୫୫ର ସାନ୍ତରାପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ୩ମୃତକ ନିକଟସ୍ଥ କୁଲେଇ ଗାଁର ସୂଚନା ମିଳିଥିବାବେଳେ ସେମାନେ ଜରପଡ଼ା ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା।ଦୁର୍ଘଟଣା ପରେ ପିକଅପ୍ ଭ୍ୟାନ୍ ଛାଡ଼ି ଡ୍ରାଇଭର ଚମ୍ପଟ ମାରିଥିବାର ଜଣାପଡିଛି।

Comments (0)
Add Comment