ପୁଣି ଏକ ଦନ୍ତାହାତୀ ମୃତ

ଭଞ୍ଜନଗର,୧୯।୧(ଏସଏସ ନିଉଜ) ଜଙ୍ଗଲରୁ ପୁଣି ଏକ ଦନ୍ତାହାତୀର ମୃତଦେହ ଠାବ ହୋଇଛି।ଜଗନ୍ନାଥପ୍ରସାଦ ବନାଞ୍ଚଳ ଅଧୀନ ମାଣପୁର ଗାଁ ଜଙ୍ଗଲରେ ଠାବ ହୋଇଛି।
ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ପହଞ୍ଚିଛି ବନବିଭାଗ।

Comments (0)
Add Comment