ରାଜଧାନୀ ଉପକଣ୍ଠରେ ପୁଣି ଚିହ୍ନଟ ହେଲା ପଜିଟିଭ

ବାରଙ୍ଗ,୨୭/୭(ଏସ୍‌ଏସ୍‌ନିୟୁଜ)ସୋମବାର ଦିନ ରାଜଧାନୀ ଉପକଣ୍ଠ ଦାଢାଗ୍ରାମପଂଚାୟତର କେନ୍ଦୁପାଟଣା ଗ୍ରାମର ଜଣେ ଯୁବକ କରୋନା ପଜିଟିଭ ବାହାରିବାପରେ ପ୍ରଶାସନ ପକ୍ଷରୁ ତାଙ୍କୁ କୋଭିଡ ହସ୍ପିଟାଲକୁ ନିଆଯାଇଛି ।ଏହାପରେ କେନ୍ଦୁପାଟଣା ଗ୍ରାମରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି ।ଚିହ୍ନଟ ହୋଇଥିବା ବ୍ୟକ୍ତି ରହୁଥିବା ଓାର୍ଡନଂ ୬ର କିଛି ଅଂଶକୁ ଖୋର୍ଦ୍ଧା ଜିଲ୍ଲାପାଳ ଶିାତଂଶୁ କୁମାରରାଉତ କଂଟେନମେଂଟ ଯୋନ ଘୋଷଣା କରିବା ସହ ୩୦ତାରିଖ ରାତି୭ଟା ପର୍ଯ୍ୟନ୍ତ ଏହି ନୀୟମ ବଳବତର ରହିବ ବୋଲି କରିଥିବା ନିର୍ଦ୍ଦେଶନାମା ଜାରି କରିଛନ୍ତି ।

(ବାରଙ୍ଗରୁ ଗୌତମ ରାଉତଙ୍କ  ରିପୋର୍ଟ -ସତ୍ୟସନ୍ଧାନ)

Comments (0)
Add Comment