ରାଜ୍ୟପାଳଙ୍କ ତିନି ଦିନିଆ ପୁରୀ ଗସ୍ତ

ପୁରୀ,୧/୭୯ଏସଏସନିୟୁଜ) ମହାମହିମ ରାଜ୍ୟପାଳ ତିନିଦିନିଆ ଗ୍ରସ୍ଥରେ ପୁରୀ ଆସିଛନ୍ତି ।ବାତ୍ୟା ଫନିରେ କ୍ଷତିଗ୍ରସ୍ତ ହୋଇଥିବା ରାଜଭବନର ନବୀକରଣ କାରାଯାଇଛି । ଏହି ନବୀକରଣ ଭବନକୁ ରାଜ୍ୟପାଳ ଉଦ୍‌ଘାଟନ କରିଛନ୍ତି ।ରାଜଭଵନ ପରିସରରେ ଥିବା ଶୀଲା ଉପବନରେ ବୃକ୍ଷରୋପଣ କରି ବନୀକରଣର ଶୁଭାରମ୍ଭ ମଧ୍ୟ କରିଛନ୍ତି। ଏହି ଉପବନକୁ ସେ ତାଙ୍କର ଧର୍ମପତ୍ନୀ ସ୍ବର୍ଗତା ସୁଶୀଳା ଦେବୀଙ୍କ ସ୍ମୃତିରେ ଉତ୍ସର୍ଗୀକୃତ କରିଛନ୍ତି।

Comments (0)
Add Comment