ରାୟଗଡ଼ା ସୀମାନ୍ତରେ ଆନ୍ଧ୍ରର ଦାଦାଗିରି

ଭୁବନେଶ୍ୱର,୨୫।୨(ଏସଏସ ନିଉଜ)ଲାଉଗୁଡ଼ା ଅଞ୍ଚଳରେ ଆନ୍ଧ୍ର ଅନୁପ୍ରବେଶ ଉଦ୍ୟମ କରିଛି ।ଓଡ଼ିଶା ସୀମାରେ ପୋଖରୀ ଖନନ କରୁଛନ୍ତି ଆନ୍ଧ୍ର ସରକାର । ଏହାଜଣାପଡିବା ପରେ ରାମନା ଗୁଡ଼ାବ୍ଲକ ପ୍ରଶାସନ ପକ୍ଷରୁ ସ୍ଥିତି ଅନୁଧ୍ୟାନ କରା ଯାଇଛି।ପୋଖରୀ ଖନନକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିଛନ୍ତି।

Comments (0)
Add Comment