ରୁଚିକା ପାଇଁ ଓଡିଶା ବନ୍ଦ

ଭଦ୍ରକ,୧୯/୭(ଏସ ଏସ ନିଉଜ)ବିଜେପି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାର ନ୍ୟାୟ ଦାବିରେନବନିର୍ମାଣ ଛାତ୍ର ସଂଗଠନ ପକ୍ଷରୁ ଭଦ୍ରକ 16 ନଂ ଜାତୀୟ ରାଜପଥ ଅବରୋଧ କରାଯାଇଛି ।ରାସ୍ତାରେ ଶହ ଶହ ଗାଡି ଅଟକି ରହିଛି ।ଆତ୍ମହତ୍ୟା କରିଥିବା ବିଜେବି ଛାତ୍ରୀ ରୁଚିକାଙ୍କୁ ନ୍ୟାୟ ପାଇଁ ଆଜି ଓଡ଼ିଶା ବନ୍ଦ ପାଇଁ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା ।ଶାନ୍ତିପୂର୍ଣ୍ଣ ପିକେଟିଂ ପାଇଁ ଆହ୍ୱାନ।ବନ୍ଦ୍‌କୁ ଛାତ୍ର କଂଗ୍ରେସର ସମର୍ଥନ ଦିଆଯାଇଛି ।

Comments (0)
Add Comment