ରୁଚିକାକୁ ନ୍ୟାୟ ଦାବିରେ ଧାରଣା

ଭୁବନେଶ୍ୱର,୫/୭(ଏସଏସନିଉଜ) ତୁହାକୁତୁହା ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଥିବାବେଳେ ବର୍ଷାକୁ ଖାତିରିନକରି ବିଜେବି ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ଧାରଣାରେ ବସିଛନ୍ତି । ଗତ ତିନି ଦିନହେବ କଲେଜ ସମ୍ମୁଖରେ ଧାରଣା ଦେଇଛନ୍ତି ରୁଚିକା ମା ଏବଂ ପରିବାର ସମେତ କଲେଜର ଛାତ୍ରଛାତ୍ରୀ । ଝିଅକୁ ନ୍ୟାୟ ଦେବା ଦାବି ନେଇ ମୃତକଙ୍କ ମା କଲେଜ ସମ୍ମୁଖରେ ଧାରଣାରେ ବସିଛନ୍ତି ।

Comments (0)
Add Comment